Smruti_tume_sradhanjali_in_odia_by_kumars_diary_part_04
# Narayan (ନାରାୟଣ) Nara…. The Stylist Boy ….
ଏ ମହାଶୟ ସବୁବେଳେ ଭଲ ପିନ୍ଧିବା । ଭଲ ଖାଇବା ଆଉ ଭଲ ଭଲ ଯାଗା ବୁଲିବାକୁ ପସନ୍ଦ କରନ୍ତି । ସେ ନିଜେ ପାଠ ପଢା ସହ Part Time କାମ ବି କରନ୍ତି । ତାର ଗୋଟେ Bike ବି ଅଛି । ସେ Delivery Boy ଭାବେ Part Time କାମ କରନ୍ତି । ହେଲେ ଆମ ହିରୋ ତାଙ୍କୁ ବହୁତ ଗାଳି ଦିଅନ୍ତି । କାରଣ ସେ ପାଠ ପଢିବା କୁ କେବେ ଆସନ୍ତି ନାହିଁ ଆଉ ବୁଲିବା କୁ ଯିବା କହିଲେ ସଙ୍ଗେ ସଙ୍ଗେ ଚାଲି ଆସନ୍ତି ।
# Depaa (ଦୀପା)….
ଏହି ଝିଅ ହେଉଛି ଆମ ହିରୋଙ୍କ ର ସବୁଠୁ ପ୍ରିୟ ସାଙ୍ଗ ମାନେ ବହୁତ ଭଲ ସାଙ୍ଗ । ଦୁହେଁ ଦୁହିଁଙ୍କ ଠାରୁ କେବେ ବି ଛାଡି କି ରହି ପାରନ୍ତି ନାହିଁ । ସବୁବେଳେ ଏକାଠି ବସନ୍ତି, ଏକାଠି ଖାଆନ୍ତି, ଏକା ସାଙ୍ଗ ରେ କଲେଜ ମଧ୍ୟ ଯାଅନ୍ତି । ଖାଲି ଯାହା ଶୋଇବା Time ରେ ଅଲଗା ରୁହନ୍ତି । ଦୁହେଁ ଦୁହିଁ କୁ Care ବି କରନ୍ତି । ଆଉ ସେ ଭଲ ପାଠ ମଧ୍ୟ ପଢ଼ନ୍ତି ।
ଆପଣ ଭାବୁଥିବେ ଗତ ତିନି Page ହେଲା ସାଙ୍ଗ ମାନଙ୍କ ପରିଚୟ ଦେବାରେ ଲାଗିଛି, Main Story ବିଷୟରେ କିଛି ଲେଖୁନାହାନ୍ତି । ଆପଣଙ୍କ ଭାବିବା ବି ସ୍ୱାଭାବିକ , ମୁଁ ଚାହେଁ ମୋର ସାଙ୍ଗ ମାନଙ୍କୁ ଆପଣ ଭଲ ଭାବରେ ଜାଣି ସାରିଲା ପରେ କାହାଣୀ କୁ ଆରମ୍ଭ କରିବି । କାରଣ କାହାଣୀ ରେ ଏହି ସାଙ୍ଗ ମାନଙ୍କ ଭୂମିକା ବହୁତ ପରିମାଣରେ ପଢିବାକୁ ମିଳିବ । ଆଉ କାହାଣୀ ମଝିରେ ପରିଚୟ ଦେବା ଠିକ ନୁହେଁ ।
ସମସ୍ତଙ୍କ Love Story ଭଳି ମୋ କାହାଣୀ ବି କିଛି ଅଲଗା ପ୍ରକାରର । ସେଥିପାଇଁ ଆପଣଙ୍କ ଧର୍ଯ୍ୟ ମୋତେ ଲେଖିବାକୁ ସାହସ ଦେଇଥାଏ । ଆଉ ଥରେ ଅନୁରୋଧ ଯେ ଏହି କାହାଣୀ କୁ ପୁରା ପଢିବେ ବୋଲି ମୋର ଆଶା ।
ମୋର କାହାଣୀ କେମିତି ଲାଗୁଛି Comment କରିବାକୁ ଅନୁରୋଧ। Reaction ବକ୍ସ ତଳେ No Comments କୁ Click କରି comment କରନ୍ତୁ ।କମେଣ୍ଟ ବକ୍ସ ରେ Goggle Account କୁ use କରି comment କରିପାରିବେ ଯଦି କିଛି problem ହୁଏ ତେବେ ସେହି Comment Box ର select profile, option ରେ Google Account ଥିବ ସେଥିରେ Anonymous କୁ select କରି କମେଣ୍ଟ କରନ୍ତୁ। କମେଣ୍ଟ କରିଲେ କାହାଣୀ କୁ ଲେଖିବାକୁ ମୋତେ ପ୍ରେରଣା ମିଳିବ ।
କୁମାର ଙ୍କ Personal Diary ରୁ………
Continued…….