Smruti Tume Sradhanjali (A True Story) Page-09

(ଏହି କାହାଣୀରେ ଶ୍ରଦ୍ଧାଞ୍ଜଳି ଙ୍କ ନାମ ବଦଳରେ ସନ୍ଧ୍ୟା ନାମ କୁ ଲେଖାଯାଇଛି, କାରଣ କୁମାର !! ସନ୍ଧ୍ୟା ନାଁ ଟିକୁ କହିବାକୁ ବହୁତ ଭଲ ପାଆନ୍ତି  )

ସନ୍ଧ୍ୟା :-  (କୁମାର ପାଖରେ ପହଞ୍ଚି ) ହାଏ !! ତମ ପାଖରେ Pen ଅଛି କି ?
(କୁମାର କୁ ପଚାରିଲେ)  କିନ୍ତୁ କୁମାର କିଛି ଉତ୍ତର ଦେଲେ ନାହିଁ ।

ସନ୍ଧ୍ୟା :- (ପୁଣିଥରେ) Hello !!! ତମକୁ କହୁଛି ପରା , pen ଅଛି ପରା ଦଉନ ??

କୁମାର :- (ଟିକେ ରାଗ mood ରେ )  ମୋ ପାଖରେ ନାହିଁ !!!

ସନ୍ଧ୍ୟା :- ମିଛ କାହିଁକି କହୁଛ ? ତମ ପକେଟ ରେ ବା ଅଛି !! (ତାପରେ ସନ୍ଧ୍ୟା ନିଜେ ବାହାର କରି ନେଇଗଲେ)

କୁମାର :- ଆରେ ଶୁଣ ଶୁଣ (କିନ୍ତୁ ସନ୍ଧ୍ୟା କିଛି ନ କହି ଚାଲିଗଲା)

ବିକ୍ରମ :- କଣ କିରେ !! ସେ ଝିଅ କିଏ ? କଣ ସିଧା ଆସିଲା ଆଉ pen ନେଇ ପଳେଇଲା ।

କୁମାର :- ମୁଁ ତାକୁ ଜାଣିନି ବେ !!! ତାକୁ ତ ମୁଁ କେବେ ଦେଖିନି , କେମିତି କହିବି ।

ବିକ୍ରମ :- ଆଉ ତୁ ଯେମିତି କହୁଛୁନା, କିଛି ଜାଣିନି । ବୁଡି ବୁଡି ପାଣି ପିଉଛୁ କିରେ ??? (ସବୁ ସାଙ୍ଗ ହସିବାକୁ ଲାଗିଲେ )

କୁମାର :- ଗୋଟେ ଚାପୁଡ଼ା ଦେବୀ ଯେ !!!  ତୋ କହିବା ବନ୍ଦ କରିଦେବି , ତୁ ତ ଯେଉଁଠି ଆଉ ମୁଁ ସେଇଠି । ତୁ ତ ସବୁବେଳେ ମୋ ସାଙ୍ଗରେ ରହୁଛୁ ପୁଣି ମୋତେ କହୁଛୁ ।

ବିକ୍ରମ :-  ହଁ ହଁ ଠିକ କଥା । ହଉ ଛାଡ଼ ନେଲା ତ ନେଲା !! (ତା ପରେ ଜଣ ଜଣ କରି Form ଭରି ଆସିଲେ )

କୁମାର 🙁 ସବୁ ପିଲାଙ୍କ Form Fill up ସରିଲା ପରେ, କୁମାର ସନ୍ଧ୍ୟା ର ଅପେକ୍ଷାରେ ) କାଇଁବେ ସେ pen ନେଲା ଵାଲା ଝିଅ ତ ଆସିଲାନି ??

ବିକ୍ରମ:- ତୁ ତ ତାକୁ ଜାଣିନୁ କି ଚିହ୍ନିନୁ, ସେ ଯଦି ନ ଆସିଲା କଣ ହେଲା ,,, କଥା କଣ ????

To be continued…….


Promo: ( ସନ୍ଧ୍ୟା ପୁଣି ଥରେ ଆସୁଛନ୍ତି କି ନାହିଁ ଆଉ କୁମାର Pen ମାଗି ପାରିବ କି ନାହିଁ ?? ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

Pages:-