କୁମାର:- ଦେବୀ ଯେ ଗୋଟେ !! କଥା କହିବା ବନ୍ଦ କରି ଦେବୁ ତତେ ମଜା ଲାଗୁଛି ନାହିଁ କି ? Pen ତ ନେଇକି ଗଲା ଆଉ ଫେରିବନି କି ସେ ଜଣା ନାହିଁ ?? ।
ବିକ୍ରମ:- ଓଃ !! ହଁ ହଁ ତୋ ପେନ ଟା ନେଇଗଲା ପରା ।
(ସେତେବେଳେ ଆଉ ଜଣେ ସାଙ୍ଗ ଆସି Hand shake କଲେ)
ଆକାଶ:- ଆଉ କେମିତି ଅଛ ସମସ୍ତେ ? ଆରେ ଚିହିଁ ପାରୁଛ ନା ନାହିଁ ? ମୁଁ ଆକାଶ , Summerclass ମିଶିକରି କରୁଥିଲେ ।
କୁମାର:- ହଁ ହଁ ଚିହିଁ ପାରିବୁନି କେମିତି ମିଶିକି କେତେ ମଜା କରୁଥିଲେ । (ବିକ୍ରମ କୁ ଦେଖେଇ କହିଲେ)
ଆକାଶ:- ଏ ମହାଶୟ କିଏ ?
କୁମାର:- ମୋ ସାଙ୍ଗ ବିକ୍ରମ (ଦୁହେଁ Hand Shake କଲେ)
ଆକାଶ:- ଆଉ From ଭରା ସରିଲାଣି , ସମସ୍ତଙ୍କର ??
କୁମାର:- ହଁ ସରିଲାଣି ଯେ ଗୋଟେ ଝିଅ ପେନ ନେଇକି ପଳେଇଛି ହେଲେ ଫେରିନି ତାକୁ ଅପେକ୍ଷା କରିଛି ।
ଆକାଶ:- ମୁଁ ଦେଖିଛି ତମ ପେନ ନେଲାବେଳେ । ଭାରି ଭଲ ଝିଅଟିଏ । ଆମ ଗାଁ ର ଝିଅ ସେ । ମୁଁ ତା ସାଙ୍ଗରେ କଥା ହୋଇ ତମ Pen ମାଗି କି ଆଣିଦେବି
ତମେ ଯାଅ ସନ୍ଧ୍ୟା ହେଲାଣି ।
କୁମାର:- ହଉ ଠିକ ଅଛି ତାହାଲେ ଆମେ ଯାଉଛୁ ।
ଆକାଶ:- OK Bye….
କୁମାର:- Bye….
ବିକ୍ରମ:- Bye….
କିଛି ଦିନ ବିତିଗଲା ଆଉ ସବୁ ସାଙ୍ଗ ମାନେ ମିଶି ଗୋଟିଏ ଜାଗାରେ ଟିଉସନ କଲେ ।
To be continued…….
Promo: ( ଟିଉସନ ମସ୍ତି ଆଉ ନୂଆ ସାଙ୍ଗ ମାନଙ୍କ ବିଷୟରେ ?? ପଢିବା ଆଗାମୀ page ରେ…… )