ଆକାଶ:- ତୁ କଣ କହିବାକୁ ଚାଁହୁଚୁ ମୁଁ ଜାଣିପାରୁଛି।
ସନ୍ଧ୍ୟା:- କଣ ଜାଣିଛୁ କହ ?
ଆକାଶ:- ତୁ ତାଙ୍କ Pen ଟା ପରେ ଦେବୁ ଏୟା ତ ? ଆଉ କଣ ।
ସନ୍ଧ୍ୟା:- ସେ କଥା ନାହିଁ ।।
ଅନ୍ୟ କିଛି କଥା ଅଛି କିନ୍ତୁ କେମିତି କହିବି ଜାଣି ପାରୁନି ।
ଆକାଶ:- ଯାହା କହିବାର ଅଛି ଜଲ୍ଦି କହ, ସେପଟେ କୁମାର ଅପେକ୍ଷା କରିଛି ।
ସନ୍ଧ୍ୟା:- ତୋତେ ମୋର କଥା ଶୁଣିବାକୁ ସମୟ ନାହିଁ ? ହଉ ଯା !!
ଆକାଶ:- ସବୁ ଝିଅ ସେମିତି, ସିଧା କହିବେନି ବୁଲେଇ ବଙ୍କେଇ କହିବେ ।।
ସନ୍ଧ୍ୟା:- ତୁ ଶୁଣିବୁ କି ନାହିଁ କହ??
ଆକାଶ:- କହ ଜଲ୍ଦି !!!
ସନ୍ଧ୍ୟା:- ରାଗିବୁନି ତ ??
ଆକାଶ:- ଆରେ ନା ରାଗିବିନି ଜଲ୍ଦି କହ ।
ସନ୍ଧ୍ୟା:- ମୁଁ ନା !! ଜଣକୁ ଭଲ ପାଉଛି କିନ୍ତୁ କେମିତି କହିବି ଜାଣି ପାରୁନି ।
ଆକାଶ:- ଯାହାକୁ ଭଲ ପାଉଛୁ ତାକୁ ପାଖରେ ଯାଇ direct କହିଦେ !!!!
ସନ୍ଧ୍ୟା:- ସେଇୟା ତ!! Direct ତ କହିପାରୁନି ବୋଲି ତ ତୋତେ କହୁଛି ।
ଆକାଶ:- କହ ତ କିଏ ସେ ????
ସନ୍ଧ୍ୟା:- କହିବି ନା ? ରାଗିବୁନି ଯଦି ତେବେ ଶୁଣ ,,, ମୁଁ କୁମାର ଙ୍କୁ ଭଲପାଉଛି ।
ଆକାଶ:- କଣ କହୁଛୁ ?? ହେଲେ କୁମାର ସେ ପ୍ରକାର ପିଲା ନାହିଁ । ସେ କେବେ ବି ମାନିବନି । ସେ ଝିଅ ମାନଙ୍କୁ ଘୃଣା କରେ ।
ସନ୍ଧ୍ୟା:- ତାହେଲେ ମୋର କଣ ହେବ ? ମୁଁ କଣ ଖରାପ ଝିଅ କି ?? କହ, ତୁ ତ ଜାଣିଛୁ ।
ଆକାଶ:- ସେମିତି କିଛି ନାହିଁ ଯେ, ତାର କିନ୍ତୁ ଭଲ ଗୁଣ ଅଛି ।
ଆଉ ଜାଣିଛୁ ସେ ଭଲ ପାଉଥିବା ଝିଅ ଆଉ ପୁଅ ମାନଙ୍କୁ ସାହାଯ୍ୟ କରେ । ହଉ ରହ ଦେଖିବା କଣ ହେଉଛି ??
(ତାପରେ ଦୁଇଜଣ ଯାକ Class Room କୁ ଗଲେ)
କୁମାର:- ( ଆକାଶ କୁ )Pen ଆଣିଲ ??
ଆକାଶ:- ସେ ଆଜି ଆଣିନି, Next time ଆଣିଲା ପରେ ଦବ ।
( ତାପରେ ସେଦିନ ସମସ୍ତେ Class ସାରି ଘରକୁ ଚାଲିଯାଇଥିଲେ )
ଏମିତି କିଛି ଦିନ ଚାଳିଲା ପରେ ପୁଣି ସମସ୍ତେ ଏକାଠି ବସିଛନ୍ତି କଲେଜ ଭିତରେ ।
ବିକ୍ରମ:- ଆଉ ସବୁ କେମିତି ଅଛ, ଭଲ ତ ?
ଦୀପକ:- ଆମେ ସବୁ ଭଲ ଅଛୁ ଆଉ ତମେ କେମିତି ଅଛ ?
ବିକ୍ରମ:- ତମେ କଣ ବେ ?? ତୁ କେମିତି ଅଛୁ ଏମିତି କହିବୁ ହେଲା!! ଶୁଣବେ ସମସ୍ତେ ଏମିତି କହିବ ।
To be continued…….
Promo: ( କଣ ହେବ ଆଗକୁ , ପ୍ରକୃତରେ ସନ୍ଧ୍ୟା କୁମାର କୁ କହିପାରିବ ସେ ଭଲ ପାଉଛି ବୋଲି ?? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-14
Follow My Pages:-
Thanks….