Smruti Tume Sradhanjali (A True Story) Page-15

ବିକ୍ରମ:- ଆବେ!! ଅଜିତ ତା ସାଙ୍ଗରେ କଣ ହୋଇଛି କିରେ ??? ମୁଁହଟା ହାଣ୍ଡିଭଳି କରିକି ରଖିଛି ।

ଅଜିତ:- କାହା କଥା କହୁଛୁ ? କେଶବ କଥା !! । ତା କଥା କାହିଁକି କହୁଛୁ ସେ ଗୋଟେ ଝିଅ କୁ ନବମରୁ ଭଲ ପାଉଛି । 
ଆଉ ଆଜି ବି ଭଲ ପାଉଛି ।
ହେଲେ ସେ ଭଲ ପାଉଛି କି ନାହିଁ ସେ ନିଜେ ଜାଣିନି ଆଉ ଏବେ ଯାଏଁ ସେ ତାକୁ ମଧ୍ୟ କହିନି ।

ନାରାୟଣ:- କାଇଁ ଆମକୁ ତ କହିନୁ ଏକଥା।

ବିକ୍ରମ:- ତୁ ଜାଣିଲେ ଯେମିତି ଗେଣ୍ଡୁ ଓଲଟେଇ ପକେଇ ଥାନ୍ତୁ । ତୁ ତ ତୋ କଥା ରେ କିଛି ଆଗେଇ ପାରୁନୁ !!!! ତାର କଥା ଛାଡ !!!!

ଦୀପକ:- କଣ କରିବୁ ଭାବୁଛୁ ???  କେଶବ !!!

କେଶବ:- ମୁଁ ଭାବୁଛି କୁମାର କୁ କହିବି କିଛି ଗୋଟେ ପ୍ଲାନ କରିବ  ।

ବିକ୍ରମ:- ଦେଖ ବେ !!!  ଯିଏ ଝିଅ ନା ଶୁଣିଲେ ମାରିବାକୁ କହୁଛି,  ଇଏ ପୁଣି ତାକୁ ଯାଇକି କହିବ ।

ଆକାଶ:- ନାହିଁ ବେ!!!  ସେ ବଦଳି ଯାଇଛି ।

ବିକ୍ରମ:- କେମିତି ବେ !!! 

ଆକାଶ:- ତାକୁ ଦେଖିଲେ ଯୋଉ ଝିଅ ମାନେ କମେଣ୍ଟ ମାରୁଥିଲେ ।

ସେମାନେ କୋଉବାଟେ ଯିବେ ରାସ୍ତା ପାଉନାହାନ୍ତି । 

କହିବାକୁ ଗଲେ ମୋ ଭାଇ ପୁରା ହିରା ଟା ଆଉ!!! 

ଝିଅ ମାନଙ୍କ ର ବୋଲତି ବନ୍ଦ କରିଦେଇଛି ।

To be continued…….


Promo: ( ଶୁଣିବା ସାଙ୍ଗ ମାନଙ୍କ ଖଟି ଆଉ ମଜା ମଜା କଥା, ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..