କାହାଣୀ ଭିତର କୁ ଯିବା ପୂର୍ବ ରୁ ଜାଣି ନବା ଆମ କାହାଣୀ ର ନାୟକ ଆଉ ତାଙ୍କ ସାଙ୍ଗ ମାନଙ୍କୁ…
କାହାଣୀ ର ନାୟକ:-
Kumar (କୁମାର) Love Guru……
ଆମ କାହାଣୀ ର ନାୟକ ଟିକେ ମେଣ୍ଟାଲ । ହେଲେ ସେ କାହା ସହ ମେଣ୍ଟାଲ ଭଳି କଥା ହୁଅନ୍ତିନି ତାଙ୍କ କାମ ଗୁଡ଼ାକ ଟିକେ ମେଣ୍ଟାଲିଆ । ସେ ସମସ୍ତ ଙ୍କୁ ହସାନ୍ତି, ସମସ୍ତ ଙ୍କ ସହ ମଜା ବ କରନ୍ତି । ତାଙ୍କ ଭିତରେ ସବୁଠୁ ଭଲ ଗୁଣ ହେଲା ସେ ପ୍ରେମୀ ଯୁଗଳ ମାନଙ୍କୁ ମିଶାଇ ଥାନ୍ତି । ଆଉ ଯଦି ସେଥିରେ କେହି ବାଧା ଦିଏ ତାହେଲେ ତା ଅବସ୍ଥାର ବାର(12) ବଜେଇ ଦିଅନ୍ତି । ସେ କିଛି କରନ୍ତିନି କିନ୍ତୁ ସବୁ କାମ ତାଙ୍କ ସାଙ୍ଗ ମାନେ କରନ୍ତି ସେ ଖାଲି ପ୍ଲାନ (Plan) କରନ୍ତି । ସେ ସେମାନଙ୍କୁ କଣ ଡାକନ୍ତି ଜାଣିଛନ୍ତି :- ଲୋଫର….. ।
ତେବେ ଚାଲନ୍ତୁ ଜାଣିନବା ସେ ଲୋଫର ସାଙ୍ଗ ମାନେ କିଏ କିଏ ?? ଆଉ ସେମାନେ କଣ କରନ୍ତି । ଆଉ ଗୋଟେ କଥା ହେଲା ଆମ ହିରୋ ସବୁବେଳେ ସିନେମା ଦେଖନ୍ତି ଆଉ ତାଙ୍କର ସବୁ କାମ ଗୁଡାକ ସିନେମା ଶୈଳୀରେ କରିବା କୁ ଭଲ ପାଆନ୍ତି ।
Continued…….
ଏହି page ରେ କେବଳ introduction ସହିତ କାହାଣୀ କୁ ଅଳ୍ପ ଆରମ୍ଭ କରାଯାଇଛି ।
ଏହି ସତ୍ୟ କାହାଣୀ କୁମାର ଙ୍କ Personal Diary ରୁ ଅନୁକରଣ କରାଯାଇଛି।