…. କୁମାର ବି ତାଙ୍କ ପଛରେ ଦୌଡ଼ିଲେ ଆଉ ଆଗପଟୁ ତାଙ୍କ ସାଙ୍ଗ “ଆକାଶ” ଆସିଯାଇଥିଲେ । ସୁମିତ୍ରା ଙ୍କୁ ଗୋଟେ ଶକ୍ତ ଚାପୁଡ଼ା ମାରିଲେ ।
ଆକାଶ:- ତୋ ମୁଣ୍ଡ ଖରାପ ହେଇଯାଇଛି ନା କଣ ? ତୁ କଣ କରୁଥିଲୁ !!!
କୁମାର:- ତାଙ୍କୁ ଟିକେ ବୁଝା ରେ ଭାଇ!! ମୁଁ ତାଙ୍କୁ କେବେ ବି ଭଲ ପାଇପାରିବିନି, ହେଲେ ସେ ଏ କଥା ଶୁଣି ଆତ୍ମହତ୍ୟା କରିବାକୁ ଯାଉଥିଲେ ।
ଆକାଶ:- ତାହେଲେ କଥା ଯାଇକି ଏଇଠି !!!
ତୁ ଗୋଟେ କଥା ଜାଣିଛୁ ସୁମିତ୍ରା ?
ଏଇ କୁମାର କୁ ତୁ କେତେ ଦିନ ହେବ ଜାଣିଛୁ?
ଏଇ କେତେ ୨ ମାସ ହେବ , ହେଲେ ମୁଁ ତା ସାଙ୍ଗରେ ଗୋଟିଏ ବର୍ଷ କାଟିଛି ।
ଦେଖୁଛୁ ତା ମୁଁହ କୁ କେମିତି ଶୁଖିଯାଇଛି ।
ଦିନେ ଏଇ ମୁଁହ ରେ ତା ଖୁସି ଦେଖି ମୁଁ ଖୁସି ହେଉଥିଲି ,
ହେଲେ ତୁ ଯେବେଠୁ ଆସିଛୁ ତା ଖୁସି ପୁଣି କୁଆଡେ ମିଳେଇ ଗଲା ।
ସୁମିତ୍ରା:- ମୁଁ କଣ କଲି ?? ମୁଁ ତ ଖାଲି ତାଙ୍କୁ ଭଲପାଉଛି ।
ଆକାଶ:- ସେ ଭଲପାଇବା ପାଇଁ ଆଜି ତାର ଏ ଅବସ୍ଥା ।
ତୁ ତା ବିଷୟ ରେ କଣ ଜାଣିଛୁ ?
କେବେ କାହାକୁ ପଚାରିଛୁ ତା ବିଷୟ ରେ?
ଶୁଣିବୁ ତା କଥା ??
କୁମାର:- ଥାଉ ଆକାଶ ସେ କଥା ପୁଣି କାହିଁକି ଉଠଉଛୁ ।
ଆକାଶ :- ନାହିଁ କୁମାର !!!! ମୋତେ କହିବା କୁ ଦେ ।
ମୁଁ ଆଉ ତୋତେ ଏମିତି ଦୁଖଃରେ ରହିବାର ଦେଖି ପାରିବିନିରେ ।……
To be continued…….
Promo: ( କୁମାର ର ଦୁଃଖ କଥା ଶୁଣି , ସୁମିତ୍ରା ର ମନ ବଦଳିବ ??? ଆକାଶ କୁମାର ବିଷୟରେ କଣ କହିଲା ?? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Pages :-
ନୂଆ ବର୍ଷ ର ଆଗୁଆ ଶୁଭେଚ୍ଛା ଜଣାନ୍ତୁ
Follow my Blog and find Smruti Tume Sradhanjali Part-07
Follow My Pages:-
Thanks….
Nice