କଲେଜ ଯିବା ବାଟରେ ଆକାଶ ଏବଂ ଅନ୍ୟ କେତେ ସାଙ୍ଗ ମାନଙ୍କ ସହ ଦେଖାହେଇଗଲା ।
ଆକାଶ:- କୁମାର… କଣ ତମକୁ ବି ଆମ କଲେଜରେ Admission ମିଳିଲା କି ?
କୁମାର:- ହଁ, ତମକୁ ବି ମିଳିଲା ??? ତାହେଲେ ବହୁତ ବଢିଆ ହେଲା, ଏମାନେ ସବୁ ତମ ସାଙ୍ଗ କି ?(ପାଖରେ ଅନ୍ୟ 3 ଜଣ ଥିଲେ)
ଆକାଶ:- ହଁ ମୁଁ ତାଙ୍କ ପରିଚୟ ଦେଉଛି ! ଦୀପକ, ଅଜିତ, ନାରାୟଣ ।
ସମସ୍ତେ hand shake କରି କଥା ବାର୍ତ୍ତା ହୋଇ କଲେଜକୁ ଗଲେ ।
କଲେଜରେ ପ୍ରଥମ ଦିନ ସମସ୍ତେ ଖୁସି ଏବଂ ମଜା କଲେ ।
କଲେଜରେ ଆଉ ଜଣେ ସାଙ୍ଗ ମିଳିଯାଇଥିଲେ ହିରୋଙ୍କୁ ତାଙ୍କ ନା ହେଲା କେଶବ….
କୁମାର:- ତମ ନା କଣ ?
କେଶବ:- କେଶବ, ଆଉ ତମ ନା ???
କୁମାର:- ମୁଁ କୁମାର ।
କଥା ବାର୍ତ୍ତା ହେବା ପରେ ସମସ୍ତେ କଲେଜ ବାହାରକୁ ଗଲେ ।
କଲେଜରେ କ୍ୟାଣ୍ଟିନି ର ସୁବିଧା ନଥାଏ ।
ତାପରେ ସମସ୍ତେ ଦୋକାନକୁ ଗଲେ ।
କୁମାର:- ଭାଇ ଗୋଟେ ପାଣି ବୋତଲ ଦେଲ । ପାଣି ପିଉଥିବା ସମୟରେ,
ତାଙ୍କ ନଜର ସେ Pen ନେଇଥିବା ଝିଅ ଉପରେ ପଡ଼ିଲା,
ସେ ଥିଲା ସନ୍ଧ୍ୟା….
To be continued…….
Promo: ( କଣ କୁମାର ସନ୍ଧ୍ୟା ସାଙ୍ଗରେ କଥା ହେଇ ପାରିବ ?? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-12
Follow My Pages:-
Thanks….
Interesting story
N👌👌👌