କୁମାର:- ଆକାଶ !! ଦେଖିଲ ସେ ଝିଅକୁ !!! ସେ ସନ୍ଧ୍ୟା ବୋଧେ ?
ଆକାଶ:- ହଁ କୁମାର!! ସେ ତ ସନ୍ଧ୍ୟା !!
କୁମାର:- ସେ ଏଠି କଣ କରୁଛି ଆକାଶ । ମୋ Pen ଏବେ ଯାଏଁ ଦେଇନି ।
ଆକାଶ:- ଏ ଗାଁ ହେଉଛି ତା ମାମୁଁ ଘର । ଏଠି ସେ ରହି ପଢୁଛି । ତାଙ୍କ ଗାଁ ରେ ରୁହେନି ।
(ସେ ସମୟରେ ସନ୍ଧ୍ୟା ଙ୍କ ନଜର ଆମ ହିରୋଙ୍କ ଉପରେ ପଡ଼ିଲା , ସନ୍ଧ୍ୟା ବି କୁମାର କୁ ଦେଖି ବହୁତ ଖୁସି ହେଇଗଲା । )
କୁମାର:- ଆକାଶ !!! ଗଲ ତା ଠାରୁ Pen ମାଗିକି ଆଣ ।
ଆକାଶ:- ହଉ ମୁଁ ଯାଉଛି, କୁମାର!!!।
(ତାପରେ କଲେଜ ଭିତରକୁ ଯାଇ ସନ୍ଧ୍ୟା ପାଖକୁ ଗଲା)
ଆକାଶ:- ଏ ସନ୍ଧ୍ୟା ଶୁଣିଲୁ, କୁମାର ର Pen ଟା କାହିଁକି ଦେଇନୁ, ଦେଲୁ ଦେଲୁ ସେ ମାଗୁଛି।
ସନ୍ଧ୍ୟା:- ତାଙ୍କୁ ଯାଇ କହିଦେ ସେ ନିଜେ ମାଗିକି ନେବେ । ତୁ କାହିଁକି ମଝିରେ ଷଣ୍ଢ ପୁରୋଉଛୁ ।
(ଏମିତି କହି ସନ୍ଧ୍ୟା ମୁରୁକି ହସୁଥାଏ)
ଆକାଶ:- କଥା କଣ ??? ହସୁଛୁ କାହିଁକି ।
( ସେ ସମୟରେ ପଛ ପଟୁ କୁମାର ଆସିଯାଇଥାଏ)
କୁମାର:- ଆକାଶ !! ଆଣିଲ କି ??
ସନ୍ଧ୍ୟା:- ଆକାଶ!! ଶୁଣିଲୁ ତୋ ସହ କିଛି କଥା ଅଛି ।
ଆକାଶ:- ହଁ ଯାଉଛି !!
(ସେଠୁ ବାହାର କୁ ଯାଇ କଥା ହେଲେ, କିନ୍ତୁ କୁମାର Class Room ରେ ବସିଥାଏ)
To be continued…….
Promo: ( ସନ୍ଧ୍ୟା ଆଉ ଆକାଶ କଣ କଥା ହେଲେ?? ଆଉ Pen ଫେରେଇଲା କି ନାହିଁ ?? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-13
Follow My Pages:-
Thanks….