Smruti Tume Sradhanjali (A True Story) Page-16

ବିକ୍ରମ:- କଣ କହୁଛୁ ବେ ??  ୟା ଭିତରେ ସେ ଏତେ ବଦଳି ଯାଇଛି ।

ଆକାଶ:- ଶୁଣ କଣ ହେଇଛି, ସେଦିନ Class ରେ ??? 

ସେ ଦିନ ମୁଁ ଲେଟ ରେ ଆସିଲି Class ।

 ଆଉ ଏମାନଙ୍କୁ ଦେଖୁଛୁ (ସମସ୍ତଙ୍କୁ ଦେଖାଇ) କେହି ବି ଆସିନାହାଁନ୍ତି ।

Class ରେ ରେକର୍ଡ଼ ଡ୍ୟାନ୍ସ ଚାଲିଥିଲା ।

 ତମେ ସବୁ ଜାଣିଥିବ (ଛଇ ଛନିକି) କଥା ସେ ଡ୍ୟାନ୍ସ କରୁଥିଲା ଟେବୁଲ ଉପରେ ତା ଗୋଡ଼ ଖସିଗଲା ଆଉ  ସେ ସିଧା ଆସି ପଡିଲା, ମୋ ଉପରେ।

 ତାପରେ ମୁଁ ଯାଇକି ପଡିଲି କୁମାର ଉପରେ ।

ସେ ମୋତେ କହିଲା…..

କୁମାର:- କଣ ବେ ଦେଖାଯାଉନି ??

ଆକାଶ:- ସେ ମୋ ଉପରେ ପଡିଗଲା ଆଉ? ମୁଁ କଣ କରିବି ଯେ ।

କୁମାର:- ଏ Hello , Miss Katrina Kaif ର ଭଉଣୀ ଟିକିଏ ଶୁଣିଲ ।

 ଏଇଟା ତମ ଘର ନୁହଁ ଯେ !!  ତମେ ଏଠି ଡ୍ୟାନ୍ସ କରିବ ।

(Dangerous Calling Name : ଛଇ ଛନିକି ଭଲ ନାମ “ଶିଖା” )

ଶିଖା:- ତୋର କଣ ଅସୁବିଧା ହେଲା । ମୋ ଇଛା ମୁଁ ଯାହା ତାହା କରେ !!

କୁମାର:- Hello ମ୍ୟାଡ଼ମ ଭଦ୍ରାମି ରେ କଥା ବାର୍ତା କରନ୍ତୁ।

ଶିଖା:- ଏ !!! ଚାଲ ଫୁଟ !!!!! ତୁ କଣ କରିବୁ ,  
 ତୁ ମୋର କିଛି କରିପାରିବୁନି ।

ଆଉ ଯଦି ଅଧିକା କଥା କହିବୁ!!  ତା ହେଲେ ତୁ ଦେଖିବୁ ମୁଁ କଣ କରିବି ???

କୁମାର:- (ରାଗିଯାଇ) କଣ କରିବ ?? କହ କଣ କରିବ ??? କର ???? 

ଆକାଶ:- ଏ କୁମାର !!!!  ଛାଡ଼ ସେ କଥା,  ଚାଲ ଯିବା ଆମେ ।


To be continued…….


Promo: ( କୁମାର ର ରାଗ ଆଉ କୁମାର ବଦଳିବା କାହାଣୀ ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..

Put your Valuable feedback