କୁମାର:- ତୁ ଟିକିଏ ରହିବୁ କି ??
ଆଜି ୟାର କିଛି ହିସାବ ହବ ।
ସେ ମୋର କଣ କରିବ ମୁଁ ଦେଖିବି ।
ଶିଖା:- ଦେଖିବୁ କଣ କରିବି ।
( ହଟାତ ଗୋଟେ ଚାପୁଡ଼ା ମାରିଲା,, କୁମାର କୁ…..)
ଶିଖା:- ଦେଖିବୁ କଣ କରିବି ।
( ହଟାତ ଗୋଟେ ଚାପୁଡ଼ା ମାରିଲା,, କୁମାର କୁ…..)
Class ର ପରିବେଶ serious ହେବାକୁ ଲାଗୁଥିଲା ଲାଗୁଥିଲା ଯେମିତି କିଛି ହେବ ଆଜି ଏଠି….
Class ରେ ସମସ୍ତେ ଦେଖୁଥିଲେ ହେଲେ କେହି କିଛି କହୁନଥିଲେ ।
କୁମାର ରାଗିଯାଇ Principal ଙ୍କ ପାଖକୁ ଗଲା ।
ହେଲେ କଣ ହେବ principal ବି କିଛି କହିଲେନି ।
Principal ବି ବୁଝେଇ ସୁଝେଇ return ଯାଅ ବୋଲି କହିଦେଲେ ଓଲଟା ଛଇ ଛନିକି ର support ନେଲେ ,
ତା ପରଦିନ କଲେଜ ଗେଟ ଖୋଲିବା ପୁର୍ବରୁ କୁମାର ଆସି କଲେଜ ରେ ପହଞ୍ଚି ଯାଇଥିଲା ।
କୁମାର:- କାଳିଆ ଭାଇ !!! ଆଜି ଗେଟ ଖୋଲିବନି ।
ମୋତେ ଚାବି ଦିଅ ।
କାଳିଆ ଭାଇ:- କଣ ହୋଇଛି କି ?
କୁମାର:- ତମେ ଜାଣିନ କି ??? ଶିଖା ମୋ ଉପରକୁ ହାତ ଉଠେଇଛି ସେ ପ୍ରିନ୍ସପାଲ ବି କିଛି କହିଲାନି।
ଆଜି ଗେଟ ଖୋଲିବନି ।
ସେ ଭୁଲ ମାଗିବ ତାପରେ ଗେଟ ଖୋଲିବ ।
କାଳିଆ ଭାଇ:- ହଉ ନେ ଚାବି ।
କାଳିଆ ଭାଇ:- ହଉ ନେ ଚାବି ।
ତାକୁ ଉଚିତ ଶିକ୍ଷା ଦବାକୁ ହବ ତାପରେ ଗେଟ ବନ୍ଦ କରି ବସି ରହିଲା ।
କୁମାର ଆଉ ଅନ୍ୟ ସବୁ ପିଲାମନେ ଜମା ହେବାକୁ ଲାଗିଲେ ।
ପିଲା ମାନଙ୍କ ରୁଣ୍ଡ ଦେଖି କୌଣସି Lecture ବି ସେଠି ଆସିଲେନି ।
ଗେଟ କଣ ଏବେ ପର୍ଯ୍ୟନ୍ତ ଖୋଲାହେଇନି ସମସ୍ତେ ବ୍ୟସ୍ତ ହୋଇଗଲେଣି।
ସର୍ବ ଶେଷରେ ପ୍ରିନ୍ସପାଲ ବି ଆସିଲେ ।
ପ୍ରିନ୍ସପାଲ:- କଣ ହେଇଛି ଗେଟ ଖୋଲା ହେଇନି ???
କୁମାର:- ଆଜି ଗେଟ ଖୋଲା ହେବନି, ମୋ କଥାର ସମାଧାନ ନ ହେଲା ଯାଏ ଗେଟ ବନ୍ଦ ରହିବ ।
ପ୍ରିନ୍ସପାଲ:- କଣ ହେଇଛି ଗେଟ ଖୋଲା ହେଇନି ???
କୁମାର:- ଆଜି ଗେଟ ଖୋଲା ହେବନି, ମୋ କଥାର ସମାଧାନ ନ ହେଲା ଯାଏ ଗେଟ ବନ୍ଦ ରହିବ ।
To be continued…….
Promo: ( କୁମାର ର ରାଗ ଆଉ କୁମାର ବଦଳିବା କାହାଣୀ ଆଉ ଟିକେ ବାକି ଅଛି, ପଢିବା ଆଗାମୀ page ରେ…… )
Follow My Pages:-
Thanks….