Smruti Tume Sradhanjali (A True Story)Page-18

ପ୍ରିନ୍ସପାଲ:- ଆରେ ସେ ବଡ଼ ଘରର ଝିଅ ଏ ପିଲାଙ୍କ ଆଗରେ ସେ କଣ ଭୁଲ ମାଗିବ !!!

କୁମାର:- ସାର ଆପଣ ବି ଭୁଲିଯାଉଛନ୍ତି, 


ଯେ ମୋତେ ସେ ସମସ୍ତ ଙ୍କ ଆଗରେ ଚାପୁଡା ମାରିଥିଲା ।

 ସେ ଭୁଲ କରିଛି ଆଉ କ୍ଷମା ବି ମାଗିବ ।

 ମୁ ଆଜି ପର୍ଯ୍ୟନ୍ତ କୋଉ ଝିଅକୁ  ଅସମ୍ମାନ କରିନି ହେଲେ ଏ ଭଳି ଝିଅକୁ ଛାଡିବିନି।

ଶିଖା:- ତୋ ଲିମିଟ ତୁ କ୍ରସ କରିଯାଇଛୁ । 

ଏହାର ପରିଣତି ବହୁତ ଖରାପ ହେବ ।

ପ୍ରିନ୍ସପାଲ:- ଦେଖ ଶିଖା !! ତୋର ଏମିତି କହିବାଟା ଠିକ ହେଉନି ।
 ତୁ ତାକୁ କ୍ଷମା ମାଗେ ଆଉ ଗେଟ ଖୋଲିବାକୁ କହ ।

(ସବୁ ପିଲାଙ୍କୁ କୁମାର ଏକଜୁଟ କରିସାରିଥାଏ, କାରଣ ଶିଖାକୁ college ରେ  କେହି ବି ପସନ୍ଦ କରୁନଥିଲେ )

କୁମାର:- Sorry Sir, ଆଉ ଗୋଟେ କଥା ସେ ସମସ୍ତଙ୍କ ଆଗରେ ଯେମିତି ଚାପୁଡା ମାରିଥିଲା ମୁଁ ବି ତାକୁ ସେମିତି ଚାପୁଡା ମାରିବି ।

ଶିଖା:- ଚାପୁଡା ମାରିକି ଦେଖିଲୁ । 

ତୋ ଅବସ୍ଥା ମୁଁ ଖରାପ କରିଦେବି ।

 (ଶିଖା , ତା ବାପା ପାଖକୁ Call କରିକି ଡାକିଲା) 

କିଛି ସମୟ ପରେ ଶିଖା ର ବାପା ଆସି ପହଞ୍ଚିଲେ ।
 (ସେ ଜଣେ ରାଜନୀତିନଜ୍ଞ, Politician)

To be continued…….


Promo: ( ଏବେ କଥା Politics ଉପରକୁ ଯିବ ବୋଧେ !! ପଢିବା ଆଗାମୀ page ରେ…… )


                  
କୁମାର ଙ୍କ Personal Diary ରୁ……..

Pages:


Follow My Pages:- 


Thanks….

Leave a Reply

Your email address will not be published. Required fields are marked *