ଶିଖାର ବାପା:- କଣ ହୋଇଛି ।
କୁମାର:- ଆପଣଙ୍କ ଝିଅ ମୋ ଉପରକୁ ହାତ ଉଠେଇଛି ।
ସେ ଏଠି କ୍ଷମା ମାଗିବ । ଆଉ ମୁଁ ତାକୁ ଗୋଟେ ଚାପୁଡା ମାରିବି ।
ଶିଖାର ବାପା:- ତୋର ତ ସାହସ କମ ନୁହଁ ??
ତୁ ମୋ ଝିଅ ଉପରକୁ ହାତ ଉଠେଇବୁ ???
ତୁ ମୋତେ ଜାଣିଚୁ ତ ?? ମୁଁ କିଏ ???
ମୁଁ ଚାହିଁଲେ ତୋତେ ଏ କଲେଜରୁ ଧକ୍କା ମାରିକି ବାହାର କରିଦେବି ।
କୁମାର:- ମାନିବାକୁ ପଡିବ, ତମେ ବାପା ଝିଅ ଦୁଇ ଜଣ ଭୁଲ କରି ଟାଣ ଛାଡୁନାହାନ୍ତି ।
ଦେଖନ୍ତୁ Sir, ଆମେ ଗରିବ ସତ !!
କେହି କାହା ସହ ଅଭଦ୍ରାମି କରିନୁ,
ଆମ ବାପା ମା ପାଠ ପଢିବା କୁ ଛାଡିଛନ୍ତି ।
ହେଲେ ଏମିତି କେତେ ଜଣଙ୍କ ପାଈଁ ଆମେ ପାଠ ପଢିପାରୁନୁ ।
ଆପଣ ଗୋଟେ କଥା ଜାଣିଛନ୍ତି ।
କଲେଜ ହେଉଛି ଗୋଟେ ମନ୍ଦିର ।
ସମସ୍ତେ ଏକ ହୋଇ ପାଠ ପଢ଼ନ୍ତି,
ଆପଣଙ୍କ ଝିଅଙ୍କୁ ପଚାରନ୍ତୁ ସେ କାହା ସହ ମିଶେ ।
ସମସ୍ତ ଙ୍କୁ ପଚାରନ୍ତୁ ଶିଖାକୁ କେତେଜଣ ପସନ୍ଦ କରନ୍ତି ।
କେହି ଜଣେ ବି ନୁହେଁ ।
ଗୋଟେ ଝିଅର ଲାଜ ହେଉଛି ତାର ଗହଣା,
ହେଲେ ଲାଜ ଟିକକ ତମ ଝିଅ ପାଖରେ ନାହିଁ ।
(ଏ କଥା ଶୁଣି ଶିଖାର ବାପା ଶିଖା କୁ ଗୋଟେ ଚାପୁଡା ମାରିଲେ)
To be continued…….
Promo: ( ପଢିବା ବନ୍ଦ କରିବେ ନାହିଁ ଆଗକୁ ବହୁତ ମଜା ଅଛି, ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow My Pages:-
Thanks….
Facebook Comments