Smruti Tume Sradhanjali (A True Story) Page-02

Smruti_tume_sradhanjali_in_odia_by_kumars_diary_part_02

 

 
ଲୋଫର ସାଙ୍ଗ ମାନଙ୍କ ପରିଚୟ:
 
# Akash (ଆକାଶ),  Nick Name “Google” ଗୁଗଲ…..
 
ଏ ମହାଶୟ ଏମିତି ଏକ ଚରିତ୍ର ଯିଏ ଯାହା ତାଙ୍କୁ ପଚାରେ ସେ ସଙ୍ଗେ ସଙ୍ଗେ ତାହା କରିଦିଅନ୍ତି । ଆଉ ଯଦି କେହି ତାଙ୍କୁ ପ୍ରଶ୍ନ ପଚାରେ ତାହେଲେ ସେ Net ରେ Search କଲା ଭଳି ଘୁରି ଘୁରି ସେ ପ୍ରଶ୍ନ ର ଉତ୍ତର ଦେଇଦିଅନ୍ତି । ଆଉ ତାଙ୍କ ର Special ଦୋସ୍ତ ହେଉଛନ୍ତି ଆମ ହିରୋ “Kumar”। ଆଉ ଯେତେବେଳେ ରାଗିଯାଆନ୍ତି କାହାରି କଥା ବି ଶୁଣିନଥାନ୍ତି।
 
# Deepak ( ଦୀପକ ), Nick Name “Dipu” ଦିପୁ  Comedy Boy……
 
ଏ ମହାଶୟ ଜଣେ ହାସ୍ୟାସ୍ପଦ ର ଅଧିକାରୀ । ଯିଏ କି ସବୁବେଳେ ହସେଇବା ଶିଖାନ୍ତି । ଆଉ ଅନ୍ୟମାନଙ୍କୁ ହସେଇ ହସେଇ କନ୍ଦେଇ ଦିଅନ୍ତି । ଆଉ ଗୋଟେ Special କଥା ହେଉଛି ତାଙ୍କୁ ସବୁବେଳେ ଝିଅ ମାନେ ପସନ୍ଦ ଲାଗନ୍ତି , ହେଲେ ଦୁଃଖ ର ବିଷୟ ଆଜିଯାଏ ଗୋଟେ ବି ଝିଅ ତାଙ୍କୁ ପଟିଲେନି ।
 
 
 
 
 
କୁମାର ଙ୍କ Personal Diary ରୁ………
 
Continued…….
 
Page as under:-
 
Page-01.           <<<<>>>>                Page-03
 
 

3 thoughts on “Smruti Tume Sradhanjali (A True Story) Page-02”

Leave a Reply

Your email address will not be published. Required fields are marked *