କାହାଣୀରେ ଅନ୍ୟ କେତେ ବ୍ୟକ୍ତି ମଧ୍ୟ ଆସିବେ ଆପଣ ତାଙ୍କ ପରିଚୟ ଧୀରେ ଧୀରେ ଜାଣିଯିବେ ।
କଲେଜ ଭିତରେ…..
ସେ ଦିନ କଲେଜ କୁ କେହିବି ଆସିନାହାଁନ୍ତି । ବୋଧେ ହୁଏ Time ହେଇନି । ହେଲେ ଆମ ହିରୋ ଆଉ ଜଣେ ଝିଅ ପ୍ରଥମେ କଲେଜ କୁ ଆସି Class Room ରେ ବସିଛନ୍ତି ।
ଆମ ହିରୋ ନିରବ ହୋଇ ବସିଥାନ୍ତି । ହଠାତ……
ସୁମିତ୍ରା:- ହାଏ କୁମାର, Good Morning…..
(ହେଲେ ହିରୋ ଚୁପଚାପ ରହିଲେ)
ସୁମିତ୍ରା:- କଣ ତମ ଦେହ ଭଲନାହିଁକି ? କିଛି କହୁନ ଯେ !!!
କୁମାର:- ତମେ କାହିଁକି ମୋ ପଛରେ ପଡିଛ ?(ରାଗରେ) । ମୁ ତୁମକୁ ଆଗରୁ କହିଛି ଆଉ ଏବେ ମଧ୍ୟ କହୁଛି ମୁ ତୁମ କୁ କେବେ ଭଲ ପାଇପାରିବିନି ।
ସୁମିତ୍ରା:- କାହିଁକି ଭଲ ପାଇପାରିବନି । ମୋ ପାଖରେ କଣ କମି ଅଛି, ନା ମୁ ଗୋଟେ ଖରାପ ଝିଅ ? କଣ କହିବାକୁ ଚାହୁଁଚ ତମେ ।
କୁମାର:- ଦେଖ ସୁମିତ୍ରା ! ମୁ ତୁମ କୁ ଖରାପ କହୁନୀ ତମେ ଗୋଟେ ଭଲ ଝିଅ, ହେଲେ ମୁ ତୁମକୁ ଭଲ ପାଇପାରିବିନି ।
ସୁମିତ୍ରା:- ଦେଖ କୁମାର ! ମୁଁ ତୁମ କୁ ଶେଷ ଥର ପାଇଁ କହୁଛି ଯଦି ତମେ ମୋତେ ନ ଭଲପାଅ ତାହେଲେ ମୁଁ ମୋ ହାତ କାଟି ଆତ୍ମହତ୍ୟା କରିଦେବି ।
କୁମାର:- Please ସୁମିତ୍ରା ତମେ ସେମିତି କିଛି କରିବନି !!
(ହଠାତ ସୁମିତ୍ରା ତାଙ୍କ Bag ରୁ ଗୋଟିଏ Blade ବାହାର କରି Class ବାହାର କୁ ଦୌଡିବା କୁ ଲାଗିଲେ)………
To be continued…….
Promo: ( କଣ କୁମାର ଙ୍କ ମନ ବଦଳିବ ? କଣ ସୁମିତ୍ରା suicide କରିବେ? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Pages:-
Follow my Blog and find Smruti Tume Sradhanjali Part-06
Follow My Pages:-
Thanks….
Super
Mind blowing story