ଶୁଣ ମୁଁ କହୁଛି ……. |
” ପୁଣି 1 Year ପଛକୁ ଯିବା କୁ ପଡ଼ିବ”
ସେ ଦିନ ଆମ ହିରୋ ଙ୍କ College ରେ Form Fill Up ଦିନ ଥାଏ । ସେ ଆଉ ତାଙ୍କ ସ୍କୁଲ ସାଙ୍ଗ ମାନେ ଯାଇଥାନ୍ତି । ସମସ୍ତେ ଧାଡି ହୋଇ ଛିଡା ହୋଇଥାନ୍ତି ।
ବିକ୍ରମ:- କଣ କିରେ କୁମାର ଖାଲି Form ଟା କୁ ଦେଖୁଥା !!! ଏଠିକି Interview ଦେବାକୁ ଆସିଛୁ କି ?? ଟିକିଏ ଚାରିଆଡ଼େ ଦେଖୁନୁ କେତେ ସୁନ୍ଦର ସୁନ୍ଦର ପ୍ରଜାପତି(ଝିଅ) ବୁଲୁଛନ୍ତି ।
କୁମାର:- ତୋର ଯଦି ଦେଖିବାର ଅଛି ତାହେଲେ ଦେଖ, ମୋତେ କାହିଁକି କହୁଛୁ । ଶାନ୍ତି ରେ ଛିଡା ହେବାକୁ ବି ଦେବନି ।
ବିକ୍ରମ:- ତତେ କହି କିଛି ଲାଭ ନାହିଁ ।
(ବିକ୍ରମ ତା ବାକି ସାଙ୍ଗ ମାନଙ୍କୁ କହୁଥାଏ । ଦେଖରେ ତମେ ମାନେ, ମୁଁ ତ ଆଜି ପ୍ରଜାପତି ମାନଙ୍କ ମଧ୍ୟରୁ ଜଣକୁ ପଟେଇକି ଗାଁ କୁ ଯିବି )
(ଆଉ ଠିକ ସେହି ସମୟରେ ଗୋଟେ ସୁନ୍ଦରୀ ଝିଅ ଆମ ହିରୋ ଠିଆ ହେଇଥିବା ଧାଡି ଆଗକୁ ଆସୁଥାଏ । ଆଉ ତାକୁ ଦେଖି …)
ବିକ୍ରମ:- ଆବେ କୁମାର ଦେଖେ ଗୋଟେ ଝିଅ ଆମ ଧାଡି ଆଡକୁ ଆସୁଛି ।
କୁମାର:- ମୋ ଭାଇଟା ପରା ଟିକେ ଧୀରେ ରହୁନୁ ରେ ।
(ସେ କିଛି ନ ଶୁଣି ଧୀରେ ରହିଲେ)
(ହଠାତ ସେ ଝିଅ ଆସିଲେ…. ତାଙ୍କ ନାଁ ଟି ହେଲା ?????? ……)
ଶ୍ରଦ୍ଧାଞ୍ଜଳି……..
(କୁମାର ଙ୍କ ପାଖରେ ପହଞ୍ଚି….)
To be continued…….
Promo: (କୁମାର ର love story start ହେବାକୁ ଯାଉଛି ସାଙ୍ଗ ମାନେ, କୁମାର ଆଉ ଶ୍ରଦ୍ଧାଞ୍ଜଳି କଣ କଥା ହେଲେ ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Pages:
ନୂଆ ବର୍ଷ ର ଆଗୁଆ ଶୁଭେଚ୍ଛା ଜଣାନ୍ତୁ
Follow my Blog and find Smruti Tume Sradhanjali Part-08
Follow My Pages:-
Thanks….
Superb