ସନ୍ଧ୍ୟା:- ମୁଁ ବି ତାକୁ ବହୁତ ଥର ପଚାରିଛି, ତମେ ଦୁଇଜଣଙ୍କ Break-up କେମିତି ହେଲା ।
ହେଲେ ସେ କିଛି କହୁନି, ତମେ କହିଲ କଣ ହେଇଛି ??
ଦୀପକ:- ସେ କହିପାରିବନି, ମୁଁ କହୁଛି ଶୁଣ ।
ଆମ ଆକାଶ ଯୋଉ ଦିନଠୁ ଦୀପାକୁ ଦେଖିଛି ।
ସେ ଦିନଠୁ ତା ପଛରେ,
ରାସ୍ତାରେ ପାଗଳ ( କୁକୁର )ଭଳି ବୁଲୁଛନ୍ତି ।
ରାତିଦିନ ବୁଲିବା ପରେ ତା ନା ଜାଣିବା ପରେ Facebook ରେ Friend Reqest କଲା ଆଉ ସେ Accept ବି କଲା ।
ଧିରେ ଧିରେ କାହାଣୀ ଆଗକୁ ଚାଲିଥିଲା ।
ହେଲେ କଣ ହେବ ଏ ଶଳା ଅଜିତ ତା ପଛରେ ଆଗରୁ ପଡିଥିଲା ।
ଯେତେବେଳେ ଜାଣିଲା,
କି ଆକାଶ ବି ଦୀପା ପଛରେ ପଡିଛି,
ତେବେ ସେ ଆକାଶ ର ID Password ମନେ ରଖିଥିଲା ।
ସେ ଆକାଶର Facebook ID ଖୋଲି ଦୀପା ପାଖକୁ ବହୁତ ଖରାପ Message ଆଉ Video ପଠେଇ ବହୁତ ବିରକ୍ତ କରିଦେଇଥିଲା ।
ତାପରେ ଗୋଟେ ଦିନ…..
ଆକାଶ ପାଖକୁ ଦୀପା Call କଲା……
ଦୀପା:- Hello, ତମେ କୋଉଠି ଅଛ ??
ଶୁଣ ଆକାଶ!!! ଆଜି କଲେଜ ଆସିବା ବାଟରେ ଟିକେ ଦେଖାହବ,
ମୋର ତମକୁ କିଛି କହିବାର ଅଛି ।
ଆକାଶ ମନେ ମନେ ଭାବୁଥାଏ, ଆଜି କିଛି ଗୋଟେ ହବ ।
“ସେ ଆଗରୁ ତ କେବେ କହୁନଥିଲା ଆଜି କେମିତି ହଠାତ ଦେଖା କରିବାକୁ କହିଲା “
ଆକାଶ ମନେ ମନେ ଗୂଡ଼ ଖାଉଥାଏ ।
ହେଲେ ବିଚରା ଜାଣିନଥାଏ, ଅଜିତ ତା Facebook ID ଖୋଲି ଏତେ ସବୁ କାଣ୍ଡ କରିଦେଇଛି ।
ଆକାଶ:- ହଉ ଠିକ ଅଛି !! ମୁଁ ଅପେକ୍ଷା କରିଥିବି ।
Deo ମାରି ଆମ ଟୋକା Ready ଅଛନ୍ତି ଦୀପା ପାଇଁ ।
College ରାସ୍ତାରେ…….

To be continued…….
Promo: ( କଲେଜ ରାସ୍ତାରେ class ହେବ ଆକାଶ ର ?? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-26
Follow My Pages:-
Thanks….