Smruti Tume Sradhanjali (A true Story ) Page-38

କୁମାର:- ଜଲଦି ଆସିବ ମୁଁ ଏଠି ବସିଛି ।

କିଛି ସମୟ ପରେ ସମସ୍ତେ Serial ଦେଖିବାରେ ଲାଗିଗଲେ । 

ହେଲେ ସନ୍ଧ୍ୟାର ଦେଖାନଥିବାରୁ କୁମାର ବହୁତ ବ୍ୟସ୍ତ ହୋଇପଡ଼ିଥାଏ । 

ଶେଷରେ ସନ୍ଧ୍ୟା ଆସି ପହଁଚିଲା ।

ସନ୍ଧ୍ୟା:- ମୁଁ ଆସିଗଲି,ଏଇ ନିଅ ତମ ପାଇଁ  Chips।

କୁମାର:- ମୋତେ Chips  ଭାରି ପସନ୍ଦ । 

ତାହେଲେ ତମେ ଏ କାମରେ ବ୍ୟସ୍ତ ଥିଲ । 

ମୁଁ ଯେ ଭାବୁଥିଲି ତମେ କୁଆଡେ ଗଲ ବୋଲି ?

ସନ୍ଧ୍ୟା:- ତମକୁ ଏତେ ଦିନପରେ ପାଖରେ ପାଇଛି କେମିତି କୁଆଡେ ଯିବି । 

ତା ଛଡ଼ା ତମେ ଆମ ଘରକୁ First Time ଆସିଛ । 

ମୁଁ ତମ ପସନ୍ଦର ଜିନିଷ କରିବି ନା ।

କୁମାର:- Chips  ମୋର ପସନ୍ଦ ବୋଲି ତମେ କେମିତି ଜାଣିଲ ??

ସନ୍ଧ୍ୟା:- ତମ ସାଙ୍ଗ ମାନଙ୍କଠୁ ପଚାରିକି ମୁଁ ଜାଣିଲି । 

ତମ ବିଷୟରେ ମୁଁ ସବୁ ଡାଟା କଲେକ୍ଟ କରିଦେଇଛି ।

କୁମାର:- ତାହେଲେ କଥା ଯାଇକି ଏଠି, ମୋ ପଛରେ CID ଲାଗିଛନ୍ତି । 

ନହଲେ ତମେ କଥା କେମିତି ଜାଣିଥାନ୍ତ । 

ବହୁତ ଚାଲାକ ଅଛ ତମେ ।

ସନ୍ଧ୍ୟା:- ଆଉ କଣ ଭାବିଥିଲ କି ମୋତେ, ଖାସ୍ ତମକୁ ପାଇବା ପାଇଁ  ମୁଁ ଏ ସବୁ କରିଛି ।

ହଠାତ କୁମାର ତଣ୍ଟି ରେ ଲାଗିଗଲା ।

ରୁହ ମୁଁ ପାଣି ନେଇକି ଆସୁଛି । ଏଇ ନିଅ ପାଣି ।

କୁମାର:- ମୋତେ କିଏ ମନେ ପକୋଉଛି ବୋଧେ । ଘରେ ବୋଉ ମନେ ପକଉଥିବ ।
To be continued…….


Promo: (   କୁମାର ଆଉ ସନ୍ଧ୍ୟା ର କିଛି ରୋମାଣ୍ଟିକ  ବର୍ତ୍ତାଳାପ ପଢିବା next page ରେ…… )

                  
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-38



Follow My Pages:- 


Thanks….

Smruti Tume Sradhanjali (A true Story ) Page-39


ସନ୍ଧ୍ୟା:- ତମେ ଘରକୁ ଫୋନ କରିଥିଲ ??

କୁମାର:- ନାଇଁ କରିନି ଏବେ କରିଦଉଛି ।

ସନ୍ଧ୍ୟା:- ଦୁଷ୍ଟ କୋଉଠିକାର ଆମ ଘରକୁ ଆସି ତମ ଘର ଲୋକଙ୍କୁ ଭୁଲିଯାଉଛ ।

ଏମିତି ବୋଉକୁ  ଭୁଲି ଯାଉଛ ??

 ଦିଅ ମୋବାଇଲ ଦିଅ ମୁଁ ଫୋନ କରୁଛି ।

ସନ୍ଧ୍ୟା ହଠାତ କୁମାର ହାତରୁ ମୋବାଇଲ ଛଡେଇ ନେଇଗଲା ।

କୁମାର:- ଏଇ ବାୟାଣୀ, ମୋବାଇଲ ଦିଅ ! ତମେ କଣ କଥା ହବ, ମୋବାଇଲ ଦିଅ ମୁଁ କଥା ହଉଛି  ।

ସନ୍ଧ୍ୟା ମୋବାଇଲ ଦେଉନଥାଏ ।
କୁମାର ସନ୍ଧ୍ୟାର ହାତକୁ ଧରି ମୋବାଇଲ ଟି ନେଇଗଲା । 

ଆଉ ସନ୍ଧ୍ୟା କୁ ବାହୁରେ ଧରିନେଲା । 

ବୁଝିଲ ବାୟାଣୀ, ତମେ ମୋତେ ମାରିଦେଵ । 

ବୋଉ କଣ ତମକୁ ଜାଣିଛି ??  ତମେ ତା ସହ କଥା ହେଇଯିବ । ରୁହ ମୁଁ ଫୋନ କରୁଛି ।

ସନ୍ଧ୍ୟା:- ମୋତେ ବି ଟିକେ ଦିଅ ମୁଁ ବି କଥା ହେବି । ଦିଅନା ମୁଁ ବି ଟିକେ କଥା ହେବି ।

କୁମାର:- ଶୁଣ ଗେଲୁ ତମେ ପରେ କଥା ହେବ । ଆମ ଘରକୁ ଯେବେ ଆସିବ !!

ତମେ ବାୟାଣୀ ଭାରି ଦୁଷ୍ଟ ।

ମୋତେ ଗୋଟେ Kiss ଦରକାର ଦିଅନା ।

ସନ୍ଧ୍ୟା:- ଏବେ ନାହିଁ ପରେ କେତେବେଳେ ।

କୁମାର:- ମୋତେ ଏବେ ଦରକାର ଦିଅନା Please Please….

ଗୋଟେ ମାତ୍ର ଗୋଟେ ।

ସନ୍ଧ୍ୟା:- ତମେ ଭାରି ଜିଦିଆ, ଯଦି କିଏ ଆସିଯିବ ।

କୁମାର:- କିଏ ଆସିବନି, ତମେ ଜଲଦି ଦିଅ ନହଲେ କିଏ ଆସିଯାଇପାରେ ।

ହଠାତ ଗୋଟେ ସୁନ୍ଦରମୟ Kiss ମିଳିଯାଇଥିଲା କୁମାରକୁ ।
To be continued…….


Promo: (  ରାତ୍ରି ଭୋଜନ ସମୟରେ କିଛି କଥାବାର୍ତ୍ତା  ପଢିବା next page ରେ….. )


କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-39



Follow My Pages:- 


Thanks….

Lifestyle Changing Thoughts In Hindi and Odia Part-25




Lifestyle_Changing_Thoughts_In_Hindi_and_Odia_Part_25
Lifestyle Changing Thoughts In Hindi and Odia Part-25











LCT-132
जिस से ज्यादा डरोगे !!
बही बार बार सामने प्रकट होगा,
इसलिए उश डर से निपटने वाला
रास्ता ढूंढते रहिये ।
चिंता से ब्यस्त होकर समय पार हो जाएगा ।

ଯାହାକୁ ଯେତେ ଡରିବ
ସେ ବାରମ୍ବାର ତୁମ ସମ୍ମୁଖରେ ଦେଖା ଦେବ
ସେଥିପାଇଁ ସେ ଡର କୁ ମୁକାବିଲା କରିବା ପାଈଁ ରାସ୍ତା ଖୋଜନ୍ତୁ।
ଚିନ୍ତା ରେ ବ୍ୟସ୍ତ ହୋଇ ସମୟ କଟିଯିବ ।



LCT-133
समय तेजी से भाग रहा है
रोक के अगर बचा हुआ काम को
निपटा सकते हो तो आप शक्तिमान हो।
समय से पहले करोगे तो समझदार हो ।

ସମୟ ବହୁତ ଜୋରରେ ଦୌଡୁଛି
ସମୟ କୁ କିଛି ସମୟ ରଖି ଯଦି ତୁମର ବାକି ଥିବା କାମକୁ କରି ପାରୁଛ ତେବେ ତୁମେ ଶକ୍ତିମାନ।
ଯଦି ସମୟ ପୂର୍ବରୁ କରୁଛ ତେବେ ତୁମେ ବୁଦ୍ଧିମାନ ।

LCT-134
हमारे पूर्बज बहुत शक्तिशाली थे
ये सब हम सुने हैं और कुछ कुछ मात्रा में देखे भी हैं ।
क्यों कि आराम की अंत नहीं हो रहा है।  । पहले अपने मन को शक्तिशाली करना अनिवार्य है।



ଆମର ପୂର୍ବଜ ବହୁତ ଶକ୍ତିଶାଳୀ ଥିଲେ ।
ଏସବୁ ଆମେ ଶୁଣି ଛନ୍ତି ଆଉ କିଛି ମାତ୍ରାରେ ଦେଖିଛନ୍ତି ମଧ୍ୟ ।
ବିଶ୍ରାମ ର ଅନ୍ତ ହୁଏନି ଅବା ସରେ ନାହିଁ । ପ୍ରଥମେ ନିଜ ମନ କୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କର ।

LCT-135
कुछ लोग दूसरों को देखकर
ज्यादा आलसी महसूस करते हैं ।
क्यूंकि उनको अछि तरह पता है
की बह उश कार्य मे सफल नहीं हो सकते ।


କିଛି ଲୋକ ଅନ୍ୟ କୁ ଦେଖି ବେସି ଅଳସୁଆ ହୋଇଯାନ୍ତି ।
କାହିଁକି ନା ତାଙ୍କୁ ଭଲ ଭାବରେ ଜଣା ଅଛି ଯେ ସେ କାମ ତା ଦ୍ୱାରା ହେଇ ପାରିବ ନାହିଁ।



LCT-136
अपनी हैसियत से ज्यादा दिखाबा करना मतलब आप अहंकारी का शिकार हो ।
जितना जरूरत है उतना अच्छा करने की प्रयाश करें इसमें आपकी धन और समय की बचत होगा ।

ନିଜ କ୍ଷମତା ରୁ ଅଧିକା ଦେଖେଇ ହେବା ଅର୍ଥାତ ତୁମେ ଅହଙ୍କାରୀ ର ଶିକାର ହେଇସାରିଛ ।
ଯେତେ ଦରକାରୀ ସେତିକି ଭଲ କରିବାକୁ ଚେଷ୍ଠା କର ଏଥିରେ ଆପଣଙ୍କ ଧନ ଏବଂ ସମୟ ବହୁତ ପରିମାଣରେ ସଞ୍ଚୟ ହେବ ।




LCT-137
आपकी चमक तब तक रहेगा,
जब तक आप किसी रोग या परेशान से पीड़ित नहीं हो ।
अगर चमक चाहते हो तो चिंता मुक्त रहो तथा परेशानी से दूर रहिए ।


ଆପଣଙ୍କ ସୁନ୍ଦରତା ସେ ପଯ୍ୟନ୍ତ ରହିବ, ଯୋଉ ପର୍ଯ୍ୟନ୍ତ ତୁମେ କିଛି ରୋଗ ରେ ପୀଡିତ କିମ୍ବା ଚିନ୍ତା ରେ ଗ୍ରସିତ ହୋଇନାହଁ ।
ଯଦି ନିଜର ସୁନ୍ଦରତା କୁ ବଞ୍ଚେଇ ରଖିବାକୁ ଚାହୁଁଛନ୍ତି ତେବେ ଚିନ୍ତା ମୁକ୍ତ କାମ କରିବାକୁ ଚେଷ୍ଟା କର ଆଉ ତା ଠାରୁ ଦୂରରେ ରୁହ ।
Follow my blog and visit daily for new contents.

Follow me:- 


 Click here for instagram page    :  Instagram





Thanks…….


Lifestyle_Changing_Thoughts_In_Hindi_and_Odia_Part_25