ନାରାୟଣ:- ଆଉ ଲେଟ କରେନି ଚାଲ ପ୍ରୋପୋଜ କର ।
ସମସ୍ତେ କହୁଥାନ୍ତି କୁମାର, ସନ୍ଧ୍ୟା ଏଠିକି ଆସ । ଚାଲ କୁମାର ଷ୍ଟାର୍ଟ କର ।
କୁମାର:- ମୁଁ ତ Rose ଆଣିନି କେମିତି ପ୍ରୋପୋଜ କରିବି ।
ଅଜିତ:- ଏଇ ନେ Rose ଚାଲ ଜଲଦି କର ।
ତାପରେ କୁମାର ସନ୍ଧ୍ୟା କୁ Propose କଲା ।
I ❤ U
Sandhya
ତାପରେ ସନ୍ଧ୍ୟା ବି କହିଲା । I Love U Too My Jaan .
ହେଲେ ସମସ୍ତେ ଏଠି ଅଛନ୍ତି ତମକୁ ଆଉ ଗୋଟେ କଥା ପଚାରିବି । ମୋତେ ଭୁଲି ଯିବନି ତ ?
କୁମାର:- ଶୁଣ ସମସ୍ତେ ତମ ସମସ୍ତଙ୍କ ଆଗରେ କହୁଛି –
ମୋ ପାଦରେ କଣ୍ଟା ଫୁଟୁ
ତୋ ପାଦରେ ଫୁଲ …
ଭୁଲିଯିବା ପାଇଁ ତତେ
ପାଇନି ମୁଁ ଭଲ…
ମତେ ପଛେ ଲୁହ ମିଳୁ
ତତେ ମିଳୁ ହସ…
ତୋ ପାଖେ ଆରମ୍ଭ ମୋ ପ୍ରେମ
ତୋ ପାଖେ ମୋ ଶେଷ ।
ପୁଣିଥରେ କହୁଛି I Love U I Love U I Love U .
To be continued…….
Promo: ( କୁମାର ବାକି ସବୁ ସାଙ୍ଗ ମାନେ ତାଙ୍କ Girl Friend ଙ୍କୁ ଏଇ ଭଳି propose କରନ୍ତୁ ବୋଲି ଚାହୁଁଚି , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-65
Follow me:-
Click here for instagram page : Instagram
Click here for my Facebook Page : Facebook
Click here for my Twitter Page : Twitter
Click here for my Quora Page : Quora
Click here for Blogger Page : Blogger
Thanks….