Smruti Tume Sradhanjali (A true Story ) Page-68






କେଶବ:- I Love You ସରିତା ।


ସରିତା:- I Love You Too କେଶବ ।


ଆକାଶ ଏବେ ତୋ ସମୟ ଆସିଗଲା ।

ଆକାଶ:- I Love U ଦୀପା ।
ଦୀପା:- I Love You Too ଆକାଶ ।
ଅଜିତ ତୋ ପାଳି ….
ଅଜିତ:- I Love U ପ୍ରିୟଙ୍କା ।
ପ୍ରିୟଙ୍କା:- I Love You Too ଅଜିତ ।
ଦୀପକ ଚାଲ ତୋ ପାଳି ଲାଜ କରେନି…
ଦୀପକ:- I Love You ଦୀପିକା ।
ଦୀପିକା:- I Love You Too ଦୀପକ ।
Hello ନାରାୟଣ ଷ୍ଟାଇଲିଷ୍ଟ Boy ଚାଲ ଚଷମା ଟା ପିନ୍ଧ ଆଉ ପ୍ରୋପୋଜ କର ।
ନାରାୟଣ:- ହେ କାଜଲ I Love You .
କାଜଲ:- I Love You Too ନାରାୟଣ ।
ଆଉ ବିକ୍ରମ କୁଆଡେ ଗଲା ।
କେଶବ:- ସିଏ ବି ଆମ ସାଙ୍ଗରେ ଆସିଲା, ଗଲା କୁଆଡେ ଚାଲ ସମସ୍ତେ ଦେଖିବା ।
ଆକାଶ:- ଭାଇ ସେପଟେ ଦେଖ ପୁରା ସିନ କେତେ ଆଗକୁ ଗଲାଣି । ଚାଲ ନହଲେ ପୁରା ବହି ଜାଳିଦେଵ ।
କୁମାର:- ରହ ବିକ୍ରମ କଣ କରୁଛୁ, ବ୍ରେକ ଲଗା ନହଲେ ଧକା ହେଇଯିବ ।
To be continued…….


Promo: ( ବିକ୍ରମ କଣ କରୁଥିଲା ତା ଗାର୍ଲଫ୍ରେଣ୍ଡ ସହ । ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-68



Follow My Page:- 


Thanks….

Smruti Tume Sradhanjali (A true Story ) Page-67







କୁମାର:- ହାଏ, Girls କେମିତି ଅଛନ୍ତି । ଆଉ ତମ ଚୋରା ପ୍ରେମ କେତେଆଡ଼େ ଗଲାଣି ।

ସମସ୍ତେ କହିଲେ ତମେ କେମିତି ଜାଣିଲ ??

କୁମାର:- ଚୋର ଘର ସବୁବେଳେ ଅନ୍ଧାର ରହେନି । 

ଆଉ ଆଜି ଚୋରମାନେ ଧରା ପଡିଛନ୍ତି, ଦଣ୍ଡ ଦବାକୁ ତ ପଡିବ । ଆରେ ଲୋଫର ମାନେ ବାହାରକୁ ଆସ ।

ସମସ୍ତେ ଧରା ପଡିଯାଇଥିବାରୁ ଟିକେ ନର୍ଭସ ହୋଇଯାଇଥିଲେ ।

କୁମାର:- ଆରେ ବେଶି Tension ହୁଅନି, ଦେଖ ଆଗରେ କଣ ରଖାହେଇଛି । 

ସମସ୍ତେ କହିଲେ ସନ୍ଧ୍ୟା ଆଉ ତମର ହୋଡିଙ୍ଗ ।

 ଆଚ୍ଛା ମୋର ଏଠି ଖୁଲାମ ଖୁଲା Band ବଜେଇ ତମେମନେ ଲୁଚି ଲୁଚି Bin ବଜେଇବ ଆଉ ଭାବିଛ କେହି ଜାଣିପାରିବେନି ।

 ଚାଲ ଏବେ ଲାଇନରେ ଛିଡା ହେଇଯାଅ । 

ଆରେ କେଶବ ଆଉ ଆକାଶ ତମେ 2ଟା କୁ କଣ ଲଗା କହିବି ଲାଇନରେ ଛିଡା ହେଇଯିବନା ।

ଆଉ ନାନୀ ମାନେ ଆସ ଲାଇନରେ ଠିଆ ହେଇଯାଅ । 

ସନ୍ଧ୍ୟା Rose ଗୁଡ଼ାକ ଦେଲ, ନିଅ ଧର ଆଉ ଜଣ ଜଣ କରି ଆରମ୍ଭ କର । ଆମେ ଦୁଇଜଣ ଦେଖୁଛୁ ହେଲା ।

 କେଶବ ତୁ ଆରମ୍ଭ କର।



To be continued…….


Promo: ( ବାକି ସାଙ୍ଗ ମାନେ ମଧ୍ୟ ସେଠି ନିଜ ନିଜ GF କୁ propose କରନ୍ତି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-67



Follow me:- 


 Click here for instagram page    :  Instagram






Thanks….

Smruti Tume Sradhanjali (A true Story ) Page-66





ସମସ୍ତେ କହିଲେ Wow କଣ ଶାୟାରୀ କହିଲ ମ bro ସତରେ ତମ ପ୍ରୋପୋଜ ଟା ସବୁଠୁ ହଟକେ ହେଇଗଲା । ଏ ଶାୟାରୀ ପାଇଁ ।

ସବୁହେଲା ଯେ Hug କିଏ କରିବ ?? ଏତିକି କଣ ଜାଣିନୁ !!

ତାପରେ କୁମାର ସନ୍ଧ୍ୟାକୁ Hug କଲା । କୁମାର କହିଲା ଆଉ ନାନୀମାନେ ରଙ୍ଗ ଖେଳ ଆରମ୍ଭ କରିବା ।

ସରିତା:- ନାନୀ କଣ ??

କୁମାର:- ଆଜିଠୁ ମୁଁ ସମସ୍ତଙ୍କୁ ନାନୀ ବୋଲି ଡାକିବି Ok ।

ହେଲେ ତମ ଆଶୀକ୍ କୁଆଡେ ଗଲା ଆଉ ଅଜିତ୍ ଦୀପକ ନାରାୟଣ ଏମାନେ ସବୁ କୁଆଡେ ଗଲେ ।

ଦୀପା:- ସେମାନେ ସବୁ ସେଟିଙ୍ଗ କରିବାକୁ ଯାଇଛନ୍ତି । 

ସେ କଥା କଣ କି ସମସ୍ତେ ସେଟିଙ୍ଗ କରିସାରିଛନ୍ତି ଏବେ ଦେଖା କରିବାକୁ ଯାଇଛନ୍ତି ।

କୁମାର:- ଆମେ ଦୁଇଜଣ କୁ ଏଠି ଖୋଲା ଖୋଲି ପ୍ରୋପୋଜ କରେଇକି ସେମାନେ ଲୁଚି ଲୁଚି ପ୍ରୋପୋଜ କରିବେ ।

 ହବନି ତମେ ସେ ଝିଅମାନଙ୍କୁ Call କରିକି ଜଣ ଜଣକୁ ଏଠି ଡାକ ମୁଁ ଏ ଲୋଫର ମାନଙ୍କୁ ଡାକୁଛି ଏଠି ସମସ୍ତଙ୍କ ପୋଲ ଖୋଲା ହବ । ସେମାନଙ୍କ ନାମ ଗୁଡ଼ାକ କହିଲ ।

ଅଜିତ-ପ୍ରିୟଙ୍କା, ଦୀପକ-ଦୀପିକା, ନାରାୟଣ-କାଜଲ ଆଚ୍ଛା ତାହେଲେ ଏମାନେ ସବୁ ଆମ ଲୋଫର ମାନଙ୍କ ପଛରେ ପଡିଯାଇଛନ୍ତି ।

ସରିତା:- ହଁ ପରା ହଉ ମୁଁ Call କରିକି ଡାକୁଛି ।

ସରିତା ସମସ୍ତଙ୍କୁ Call କରିକି ଡାକିଲା । ତାପରେ କୁମାର ସହ ପରିଚୟ କରେଇଲା ।


To be continued…….


Promo: (  ସମସ୍ତଙ୍କ ଚୋରା ପ୍ରେମ ଧରା ପଡ଼ିଯାଇଛି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-66



Follow me:- 


 Click here for instagram page    :  Instagram






Thanks….