କୁମାର:- ହଉ ଭାଇମାନେ ନାନୀମାନଙ୍କୁ ନେଇ କେୟାର ଫୁଲି ତାଙ୍କ ଘରେ ପହଞ୍ଚେଇ ଘରକୁ ଯିବ ହେଲା ।
ମୁଁ ସନ୍ଧ୍ୟା ଘରକୁ ଯାଇ ଆମ ଘରକୁ ଯିବି । Ok Bye
ତାପରେ ଯିଏ ଯା ଘରକୁ ଚାଲିଲେ ।
ସନ୍ଧ୍ୟା:- ଜାଣିଛ କୁମାର ମୁଁ ଆଜି ବହୁତ ଖୁସି । ଏଇ ଦିନଟିକୁ ମୁଁ ସବୁଦିନ ପାଈଁ ମନେ ରଖିବି ।
କୁମାର:- ମୁଁ ବି ମନେ ରଖିବି । ମୁଁ ଏମିତି କେବେବି ଆଗରୁ ଖୁସି ହେଇନଥିଲି ।
ଶୁଣ ବିକ୍ରମ ଏଠି ଗାଡି ରଖ ।
ବିକ୍ରମ:- କଣ ହେଲା କିଛି କାମ ଅଛି କି ??
ସନ୍ଧ୍ୟା:- କଣ କରିବ ଏଠି, ଆରେ ଶୁଣତ ।
କୁମାର:- Chocolate ଆଣିବାକୁ ଯାଇଥିଲି ପରା ଏତେ କାଇଁ ଡାକୁଛ ।
ସନ୍ଧ୍ୟା:- କଣ ମୋ ପାଇଁ ଆଣିଛ କି ??
କୁମାର:- ସବୁତ ଖାଲି ତମପାଇଁ ଆଣିବି ଗୁଡୁ,ଗୁଡି ପାଇଁ ଆଉ ବାକି ତମ ଘର ଲୋକପାଇଁ ।
ସନ୍ଧ୍ୟା:- ଆଚ୍ଛା ଘରର ପୁଅ ତାହେଲେ ଘର ଲୋକଙ୍କ ପାଇଁ ଆଣିଛନ୍ତି । ମୁଁ ଭାବିଲି ମୋ ପାଇଁ ଆଣିଛ ବୋଲି ।
କୁମାର:- ନାଇମ ତମପାଇଁ ବି ଆଣିଛି ଏମିତି କହିଦେଲି ନା ।
ଏଇ ନିଅ ଦୀପା ଆକାଶ ତୁ ବି ନେ । ଆଚ୍ଛା ଆକାଶ ଦୀପା ତମ ଘରକୁ ଯିବ କି ??
ଆକାଶ:- ମୋତେ ମାରିବୁ ନା କଣ ?? ମୋ ବାବା ଯଦି ଜାଣିବେ ଠିଆ ଜାଳିଦେବେ ।
Promo: ( ଘରକୁ କେମିତି ଯିବେ ସେ ବିଷୟରେ କିଛି କଥାବାର୍ତ୍ତା, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-71
Follow My Page:-
Thanks….
Like this:
Like Loading...
କୁମାର:- ଏପଟେ ଆସିଲୁ ସେଠି କଣ କହୁଛୁ, ସେ ପାର୍ଟି ବି ହବ ହେଲା ।
ନାନୀମାନେ:- ଥାଉ ଥାଉ ଧିରେ ଧିରେ କାଇଁ କହୁଛ ଆମେ ସବୁ ଜାଣିଛୁ ତମେ ସବୁ ଗୋଟେ ଗାଈ ର ଗୋବର ।
ବିକ୍ରମ:- ତମେମାନେ ତମ ପାର୍ଟି କରିବ ଆମେ ମାନେ ଆମ ପାର୍ଟି କରିବୁ ok । ହେଲେ ପାର୍ଟି କୋଉଠି କରିବା ।
ଆକାଶ:-କାଲି ଆମ ଘରେ କେହି ବି ରହିବେନି ଆମ ଘରେ କରିବା । ok ଚାଲ ଏଥର ଯିବା ।
କୁମାର:- ଚାଲ ଟିଫିନ୍ କରିକି ଯିବା ଭୋକ ହେଲାଣି ।
ଅଜିତ:- ଦେହ ସାରା ତ ରଙ୍ଗ ପଡିଛି ଖାଇବା କେମିତି ।
ଆକାଶ:- ଚଳେଇଦେବା ନହଲେ ଗାଡି ଚାଲିବନି ।
ସନ୍ଧ୍ୟା:- ଆମେ ସେଠିକି କେମିତି ଯିବୁ ଯେ ଏ ଅବସ୍ତାରେ ଯଦି ଆମକୁ ଦେଖିବ କଣ କହିବ ।
ଆଉ ଯଦି ଟୋକାମାନେ ଦେଖିବେ କମେଣ୍ଟ ମାରିବେ । ତମେ ଯାଅ ନେଇକି ଆସ ଆମେ ଏଠି ଖାଇଦବୁ ।
କୁମାର:- ଠିକ ଅଛି ଏଇ ଲୋଫର ମାନେ ତମେମାନେ ବି ଏଠି ରୁହ । ଆକାଶ ଆଉ ମୁଁ ଯାଇକି ନେଇକି ଆସୁଛୁ ହେଲା ।
ତାପରେ କୁମାର ଆଉ ଆକାଶ ଟିଫିନ୍ ଆଉ ପାଣି ଧରିକି ଆସିଲେ । ସମସ୍ତେ ଟିଫିନ୍ କଲାପରେ ଯିବାକୁ ବହାରିଲେ ।
କୁମାର:- ହୋଡିଙ୍ଗ ଟା କୁ କିଏ କାଢିବ ?? କେଶବ, ଆକାଶ ଆରେ ହୋଡିଙ୍ଗ ଟା ବାହାରକର ନହଲେ ମୋର ବାର ବାଜିଯିବ ।
ତାପରେ ହୋଡିଙ୍ଗ ବାହାର କରି ଯିଏ ଯାର Bike, Scooty ବାହାର କରି ଯିବାକୁ ବାହାରିଲେ ।
Promo: ( ସନ୍ଧ୍ୟା ପୁରା ଖୁସି ହେଇଗଲା, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-70
Thanks….
Like this:
Like Loading...
ଆଖି ବନ୍ଦ କରି Kiss କରିବାକୁ ଯାଉଥିଲେ ଦୁଇଜଣ ଠିକ୍ ଏହି ସମୟରେ କୁମାର ହାତ ରଖିଦେଇଥିଲା ।
ଦୁଇଜଣଙ୍କ Kiss ଯାଇ କୁମାର ହାତରେ ବାଜିଯାଇଥିଲା ଦୁହେଁ ଆଖି ଖୋଲିକି ଦେଖିଲା ବେଳକୁ ସମସ୍ତେ ଠିଆ ହୋଇଛନ୍ତି ।
ଦୁଇଜଣ ପୁରା ଲାଜେଇ ଗଲେ ।
କୁମାର:- କଣ ଚାଲିଥିଲା ଏଠି ?
ବିକ୍ରମ:- ଚାଲିଲା କୋଉଠି ତୁ କବାଵ ମେ ହଡି ହେଇଗଲୁ ସବୁ ବେକାର ହେଇଗଲା ।
କୁମାର:- ଦେବୀ ଯେ ବୁଝିଯିବୁ, ଆମର ଖୋଲା ଖୋଲି କାମ କରିଦେଇ ଏଠି ଲୁଚିକି କାମ ଚଲେଇଛୁ ।
ସନ୍ଧ୍ୟା Rose ଦେଲ, ଏଇ ନେ ଆଉ ପ୍ରୋପୋଜ କର ତାପରେ ତୁ ଯାହା କରୁଛୁ କର ।
ବିକ୍ରମ:- କାମ ଯାଇକି ଏତେଆଡ଼େ ପହଞ୍ଚୀଗଲା, ଆଉ କଣନା !! ହଉ ଦେ ।
ଆସ ଜାନେମନ ଏଠିକି ଆସ ।
ରୁପା:- Ok ଜାନୁ ।
ବିକ୍ରମ:- I Love U ଜାନେମନ ।
ରୁପା:- Love U ଜାନୁ ।
ବିକ୍ରମ:- ଏଥର ହେଲା ତ ପ୍ରୋପୋଜ କରିବାକୁ କହିଲ । ଏଥର ଯାଅ ମୋର କାମ ଅଛି ।
କୁମାର:- କାମ ପରେ ହବରେ ରଙ୍ଗ ଖେଳ ଆରମ୍ଭ ହେବ ଚାଲ ।
ସମସ୍ତେ ରଙ୍ଗ ଖେଳରେ ବହୁତ ମସ୍ତି କଲେ ।
କୁମାର ତାର ସାଙ୍ଗମାନଙ୍କୁ କହୁଥାଏ ।
କୁମାର:- ନାନୀ ଆଉ ଭାଇମାନେ କାଲି ମୋ ତରଫରୁ ଗୋଟେ ପାର୍ଟି ହେବ ନା ?? କଣ କହୁଛ ସନ୍ଧ୍ୟା ??
ସନ୍ଧ୍ୟା:- ମୁଁ କଣ କହିବି ଯେ ତମେ ଯାହା କହିବ ସେୟା ହବ ।
ବିକ୍ରମ:- ଭାଇ ଶୁଖିଲା ପାର୍ଟି ନା ମାଲପାଣି ପାର୍ଟି ବି ହବ ।
Promo: ( ପାର୍ଟି ପାଈଁ ଜାଗା ଖୋଜା ହେଉଛି, ପଢିବା next page ରେ…… )
Follow my Blog and find Smruti Tume Sradhanjali Part-69
Follow My Page:-
Thanks….
Like this:
Like Loading...
New World with Story, Poem, Article & Experience.