ସନ୍ଧ୍ୟା:- ମୋତେ କଣ ମାରୁଛ ?? ଆଗ ଗାଡି ଟା ଉଠାଅ ।
କୁମାର:- ମାରିବିନି କଣ ପୂଜା କରିବି ?? ତମେ କେନାଲ ଭିତରକୁ କେମିତି ଆସିଲ ।
ସନ୍ଧ୍ୟା:- ତମକୁ ଦେଖି ଦେଖି ପଶିଗଲି ।
କୁମାର:- କାଁଇ ମୁଁ ପିଚୁ ରାସ୍ତା କି ? ମୋତେ ଦେଖି ଦେଖି ଗାଡି ଚଲଉଛ ।
ଶୁଣ ମୋତେ ଦେଖିକି ଗାଡି ଚଲାଅନି, ରାସ୍ତା କୁ ଦେଖି ଗାଡି ଚଲାଓ ।
ଏବେ ସିନା ତମେ କେନାଲ ରେ ପସିଗଲ ଯଦି କୋଉ ବସ୍ ନହଲେ ଟ୍ରକ ତଳେ ପସିଯାଇଥାନ୍ତ । କଣ ହେଇଥାନ୍ତା ଭାବିପାରୁଛ ???
ସନ୍ଧ୍ୟା ଦେହରେ ବହୁତ ମାଡ଼ ହେଇଯାଇଥିଲା ହେଲେ ତାକୁ ଟିକେ ବି କଷ୍ଟ ଲାଗୁନଥିଲା ।
ସେ ଖାଲି କୁମାର ମୁଁହ କୁ ଚାହିଁ ରହିଥିଲା ଆଉ ମୁରୁକି ମୁରୁକି ହସୁଥିଲା ।
କୁମାର:- Hello, ମୋତେ ପରେ ଦେଖିବ ଆଗ ଗାଡି ଉଠାଅ ଉପରକୁ ଚାଲ ।
ଯଦି କିଏ ଦେଖିବ ଓଲଟା ସିଧା ଭାବିବ ।
ସନ୍ଧ୍ୟା:- ହଉ ଉଠାଓ ।
ଗାଡି ଉଠେଇ ଉପରକୁ ଆସିଲାପରେ କୁମାର ଦେଖିଲା ସନ୍ଧ୍ୟାକୁ ବହୁତ ଜୋରରେ ମାଡ ହେଇଛି ।
କୁମାର ପୁରା ବ୍ୟସ୍ତ ହୋଇପଡିଥିଲା ।
To be continued…….
Promo: ( କୁମାର , ହିରୋ Style ରେ ସନ୍ଧ୍ୟା କୁ ସାହାଯ୍ୟ କରେ ଆଉ Medicine ଲଗେଇବା କାହାଣି ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-29
Follow My Pages:-
Thanks….
Facebook Comments