କୁମାର:- Frist Aid box ଅଛି ଗାଡ଼ିରେ ??
ସନ୍ଧ୍ୟା:- କଣ ହବ କି ?
କୁମାର:- ତୁମକୁ ଦେଖାଯାଉନି କି କେତେ ରକ୍ତ ବାହାରୁଛି ମୁଣ୍ଡରୁ ?
ଗୋଡ଼ରେ ବି ମାଡ ହେଇଛି ।
ସନ୍ଧ୍ୟା:- ଥାଉ ମୁଁ ଘରକୁ ଗଲେ Medicine ଲଗେଇ ଦେବି ।
କୁମାର:- ସତରେ ନା କଣ ? ତମର ଯୋଉ ଅବସ୍ଥା ହେଇଛି ପୁରା ଡ୍ରେସ ଚିରିଯାଇଛି ।
ଏପଟେ ମାଡ ବି ହେଇଛି, କେହି ଦେଖିଲେ ଭାବିବ ତମକୁ କିଏ ରେପ୍ କରିଦେଇଛି ।
ସନ୍ଧ୍ୟା:- ମୋତେ କାଁଇ କିଏ ରେପ୍ କରିବ ବା ?? କିନ୍ତୁ ତମେ କଲେ ଚଳିବ ।
କୁମାର:- ଛି!! ଛି!! ଛି!! ସେ କାମ ମୁଁ କାଁଇ କରିବି । ହଉ ଦିଅ ଚାବି ଦିଅ ।
(ଗାଡ଼ିରୁ First Aid Box ବାହାର କରି ସନ୍ଧ୍ୟା ମୁଣ୍ଡ ରେ ପଟି ବାନ୍ଧୁଥାଏ, ଜଣେ ପିଲା ସେ ବାଟରେ ଯାଉଥିଲା – ହଠାତ ଦେଖିଲା ଆଉ କହିଲା)
ରାସ୍ତା କଡ଼ର ପିଲା:- କଣ ଭାଇ କାମ ସାରିଦେଇ ପୁଣି ମଲମ ଲଗା ହଉଛି ।
ସେ ପିଲା କୁ ଡାକି କୁମାର କହିଲା ।
କୁମାର:- କଣ ବେ!! କାମ ସାରିଦେଇଛି ।
ଶଳା ସେ ବିଲ ଭିତରେ ପଡିଥିଲା ତାକୁ ଯାଇକି ଉଠେଇଲି ।
ମେଡ଼ିସିନ ଲଗେଇଲା ବେଳକୁ କହୁଛି ନା କଣ କାମ
ସାରିଦେଇଛି । ଚାଲ ଏଠୁ ।
ସେ ପିଲା ଚାଲିଗଲା ।

To be continued…….
Promo: (କୁମାର ସନ୍ଧ୍ୟା କୁ ଗାଡ଼ିରେ ବସେଇଲା ଆଉ ତାପରେ କଣ ହେଲା ପଢିବା ଆଗାମୀ Page ରେ ……)
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-30
Follow My Pages:-
Thanks….
Nice