Smruti Tume Sradhanjali (A true Story ) Page-38

କୁମାର:- ଜଲଦି ଆସିବ ମୁଁ ଏଠି ବସିଛି ।

କିଛି ସମୟ ପରେ ସମସ୍ତେ Serial ଦେଖିବାରେ ଲାଗିଗଲେ । 

ହେଲେ ସନ୍ଧ୍ୟାର ଦେଖାନଥିବାରୁ କୁମାର ବହୁତ ବ୍ୟସ୍ତ ହୋଇପଡ଼ିଥାଏ । 

ଶେଷରେ ସନ୍ଧ୍ୟା ଆସି ପହଁଚିଲା ।

ସନ୍ଧ୍ୟା:- ମୁଁ ଆସିଗଲି,ଏଇ ନିଅ ତମ ପାଇଁ  Chips।

କୁମାର:- ମୋତେ Chips  ଭାରି ପସନ୍ଦ । 

ତାହେଲେ ତମେ ଏ କାମରେ ବ୍ୟସ୍ତ ଥିଲ । 

ମୁଁ ଯେ ଭାବୁଥିଲି ତମେ କୁଆଡେ ଗଲ ବୋଲି ?

ସନ୍ଧ୍ୟା:- ତମକୁ ଏତେ ଦିନପରେ ପାଖରେ ପାଇଛି କେମିତି କୁଆଡେ ଯିବି । 

ତା ଛଡ଼ା ତମେ ଆମ ଘରକୁ First Time ଆସିଛ । 

ମୁଁ ତମ ପସନ୍ଦର ଜିନିଷ କରିବି ନା ।

କୁମାର:- Chips  ମୋର ପସନ୍ଦ ବୋଲି ତମେ କେମିତି ଜାଣିଲ ??

ସନ୍ଧ୍ୟା:- ତମ ସାଙ୍ଗ ମାନଙ୍କଠୁ ପଚାରିକି ମୁଁ ଜାଣିଲି । 

ତମ ବିଷୟରେ ମୁଁ ସବୁ ଡାଟା କଲେକ୍ଟ କରିଦେଇଛି ।

କୁମାର:- ତାହେଲେ କଥା ଯାଇକି ଏଠି, ମୋ ପଛରେ CID ଲାଗିଛନ୍ତି । 

ନହଲେ ତମେ କଥା କେମିତି ଜାଣିଥାନ୍ତ । 

ବହୁତ ଚାଲାକ ଅଛ ତମେ ।

ସନ୍ଧ୍ୟା:- ଆଉ କଣ ଭାବିଥିଲ କି ମୋତେ, ଖାସ୍ ତମକୁ ପାଇବା ପାଇଁ  ମୁଁ ଏ ସବୁ କରିଛି ।

ହଠାତ କୁମାର ତଣ୍ଟି ରେ ଲାଗିଗଲା ।

ରୁହ ମୁଁ ପାଣି ନେଇକି ଆସୁଛି । ଏଇ ନିଅ ପାଣି ।

କୁମାର:- ମୋତେ କିଏ ମନେ ପକୋଉଛି ବୋଧେ । ଘରେ ବୋଉ ମନେ ପକଉଥିବ ।
To be continued…….


Promo: (   କୁମାର ଆଉ ସନ୍ଧ୍ୟା ର କିଛି ରୋମାଣ୍ଟିକ  ବର୍ତ୍ତାଳାପ ପଢିବା next page ରେ…… )

                  
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-38



Follow My Pages:- 


Thanks….

Leave a Reply

Your email address will not be published. Required fields are marked *