Smruti Tume Sradhanjali (A true Story ) Page-39


ସନ୍ଧ୍ୟା:- ତମେ ଘରକୁ ଫୋନ କରିଥିଲ ??

କୁମାର:- ନାଇଁ କରିନି ଏବେ କରିଦଉଛି ।

ସନ୍ଧ୍ୟା:- ଦୁଷ୍ଟ କୋଉଠିକାର ଆମ ଘରକୁ ଆସି ତମ ଘର ଲୋକଙ୍କୁ ଭୁଲିଯାଉଛ ।

ଏମିତି ବୋଉକୁ  ଭୁଲି ଯାଉଛ ??

 ଦିଅ ମୋବାଇଲ ଦିଅ ମୁଁ ଫୋନ କରୁଛି ।

ସନ୍ଧ୍ୟା ହଠାତ କୁମାର ହାତରୁ ମୋବାଇଲ ଛଡେଇ ନେଇଗଲା ।

କୁମାର:- ଏଇ ବାୟାଣୀ, ମୋବାଇଲ ଦିଅ ! ତମେ କଣ କଥା ହବ, ମୋବାଇଲ ଦିଅ ମୁଁ କଥା ହଉଛି  ।

ସନ୍ଧ୍ୟା ମୋବାଇଲ ଦେଉନଥାଏ ।
କୁମାର ସନ୍ଧ୍ୟାର ହାତକୁ ଧରି ମୋବାଇଲ ଟି ନେଇଗଲା । 

ଆଉ ସନ୍ଧ୍ୟା କୁ ବାହୁରେ ଧରିନେଲା । 

ବୁଝିଲ ବାୟାଣୀ, ତମେ ମୋତେ ମାରିଦେଵ । 

ବୋଉ କଣ ତମକୁ ଜାଣିଛି ??  ତମେ ତା ସହ କଥା ହେଇଯିବ । ରୁହ ମୁଁ ଫୋନ କରୁଛି ।

ସନ୍ଧ୍ୟା:- ମୋତେ ବି ଟିକେ ଦିଅ ମୁଁ ବି କଥା ହେବି । ଦିଅନା ମୁଁ ବି ଟିକେ କଥା ହେବି ।

କୁମାର:- ଶୁଣ ଗେଲୁ ତମେ ପରେ କଥା ହେବ । ଆମ ଘରକୁ ଯେବେ ଆସିବ !!

ତମେ ବାୟାଣୀ ଭାରି ଦୁଷ୍ଟ ।

ମୋତେ ଗୋଟେ Kiss ଦରକାର ଦିଅନା ।

ସନ୍ଧ୍ୟା:- ଏବେ ନାହିଁ ପରେ କେତେବେଳେ ।

କୁମାର:- ମୋତେ ଏବେ ଦରକାର ଦିଅନା Please Please….

ଗୋଟେ ମାତ୍ର ଗୋଟେ ।

ସନ୍ଧ୍ୟା:- ତମେ ଭାରି ଜିଦିଆ, ଯଦି କିଏ ଆସିଯିବ ।

କୁମାର:- କିଏ ଆସିବନି, ତମେ ଜଲଦି ଦିଅ ନହଲେ କିଏ ଆସିଯାଇପାରେ ।

ହଠାତ ଗୋଟେ ସୁନ୍ଦରମୟ Kiss ମିଳିଯାଇଥିଲା କୁମାରକୁ ।
To be continued…….


Promo: (  ରାତ୍ରି ଭୋଜନ ସମୟରେ କିଛି କଥାବାର୍ତ୍ତା  ପଢିବା next page ରେ….. )


କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-39



Follow My Pages:- 


Thanks….

Facebook Comments

Put your Valuable feedback