Smruti Tume Sradhanjali (A true Story ) Page-40


ସନ୍ଧ୍ୟା:- ଏବେ ଖୁସିତ, ଦୁଷ୍ଟ କୋଉଠିକାର ।

କୁମାର:- ଏବେ ମୁଁ ବହୁତ ଖୁସି ! ସନ୍ଧ୍ୟା ଭୋକ ଲାଗିଲାଣି ।

ସନ୍ଧ୍ୟା:- ହଉ ଟିକେ ରୁହ ! ମୁଁ ଦେଖୁଛି, ସମସ୍ତେ କୁଆଡେ ଗଲେ ।

ବୋଉ ତୋ TV ଦେଖା ସରିନି ନା କଣ ?? ସମସ୍ତେ ଆସ ଖାଇବା ଭୋକ ଲାଗିଲାଣି ।

ଜେଜେ ମା:- ତୋତେ ଭୋକ ଲାଗିଲାଣି ନା କୁମାର କୁ??

ସନ୍ଧ୍ୟା:- ନାଇଁ ମ ଜେଜେ ମା !! ତାଙ୍କୁ ନାହିଁ ମୋତେ ବହୁତ ଭୋକ ହେଲାଣି । 

ତୁ ତ ସବୁ ଜାଣି ଦଉଛୁ ଆଉ ।

ଜେଜେ ମା:- ହଉ ହଉ ଠିକ ଅଛି ଚାଲ ସମସ୍ତେ ଖାଇବା ।

ଦାଦା:- ” କୁମାର ” ଆସ ଖାଇବା ତମକୁ ଭୋକ ଲାଗିବଣୀ ।

କୁମାର:- ଠିକ ଅଛି ଦାଦା, ମୁଁ ଆସୁଛି ।

କୁମାର ସନ୍ଧ୍ୟା କୁ କହୁଥାଏ ଚାଲୁନ ସନ୍ଧ୍ୟା ଦାଦା ପରା ଡାକିଲେଣୀ।

ସନ୍ଧ୍ୟା:- ଆମ ଘରେ ପ୍ରଥମେ ପୁଅମାନେ ଖାଇସାରିବା ପରେ ସ୍ତ୍ରୀ ଲୋକମାନେ  ଖାଉ । 

ତମେ ଚାଲ ତମମାନେ ଖାଇସାରିବା ପରେ ଆମେ ଖାଇବୁ ।

କୁମାର:- ତମେ ଜାଣିଛ ସନ୍ଧ୍ୟା ସମସ୍ତେ ଏକା ସାଙ୍ଗର ଖାଇଲେ, ପ୍ରେମ ବଢିଥାଏ । 

ସମସ୍ତେ ସମସ୍ତଙ୍କୁ ଭଲରେ ଜାଣିପାରିବେ ଆଉ ଭଲ ପାଇବାରେ ବି ଉନ୍ନତି ହେବ । 

ଆମ ଘରେ ବି ସମସ୍ତେ ତମ ଘରପରି ଚଳୁଥିଲେ । ହେଲେ ଏବେସବୁ କିଛି ବଦଳିଯାଇଛି ।

ଏତେ ଖୁସିଲାଗୁଛି କି କହିହେବନି ।
To be continued…….


Promo: (  କୁମାର ର କଥା ଶୁଣି ସନ୍ଧ୍ୟା ର ପରିବାର ରେ କିଛି ନୂଆ ହେବାକୁ ଯାଉଛି ପଢିବା next page ରେ…… )


କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-40



Follow My Pages:- 

Thanks…

Leave a Reply

Your email address will not be published. Required fields are marked *