ନାନୀ:- ଏତେ ଲାଜ କାଇଁ କରୁଛୁ ବା ତମେ ଦୁଇ ଜଣ ରାଧା କୃଷ୍ଣଙ୍କ ଯୋଡି ଭଳିଆ ଲାଗୁଛ ।
ହଉ ଆଉ ତୁ କେତେବେଳେ ଆସିଲୁ ଟିଉସନ ରୁ ଆଉ କେତେବେଳେ ରୋଷେଇ କରିକି ଖାଇବାକୁ ଦେଇସାରିଲୁଣି ।
ସନ୍ଧ୍ୟା:- ନାଇମ ନାନୀ ମୁଁ କିଛି କରିନି, ମୁଁ ତ ସଜେଇ ହଉ ହଉ ଟାଇମ ହେଇଯାଉଛି ।
ମୁଁ କେତେବେଳେ ରୋଷେଇ କରିବି ।
ମୋ ଶାଢ଼ୀ ପିନ୍ଧା କେମିତି ହେଇଛି ?? କୁମାର ପିନ୍ଧେଇ ଦେଇଛନ୍ତି ।
ନାନୀ:- ସତରେ ନା କଣ ?
ତୁ କେତେ ଭାଗ୍ୟବତୀ ତୋତେ କୁମାର ଭଳି ପୁଅଟେ ମିଳିଛି ।
ସନ୍ଧ୍ୟା ଆଉ ତା ନାନୀ ସବୁକଥାବାର୍ତ୍ତା ହୁଅନ୍ତି, ଦୁଇଜଣ ପୁରା ସାଙ୍ଗ ଭଳି ମିଶନ୍ତି । ଏପଟେ କୁମାର ଆସିଯାଇଥାଏ ।
କୁମାର:- ମୋ ବିଷୟରେ କଣ କଥାବାର୍ତ୍ତା ଚାଲିଛି ।
ସନ୍ଧ୍ୟା:- ତମେ ସବୁ ଶୁଣିଦେଲ ନା କଣ ??
ନାନୀ:- ହଉ ସେଥିରେ କଣ ହେଲା ଆମ ଭିତରେ ହିଁ ତ କଥା ଅଛି ନା ।
ତା ଛଡ଼ା ସନ୍ଧ୍ୟା ପିଲାବେଳୁ ମତେ ତାର ସବୁ ସୁଖ ଦୁଃଖ ମୋ ସହ ବାଣ୍ଟି। ଆଉ ଏ କଥା କେମିତି ଲୁଚେଇଥାନ୍ତା ଯେ ??
କୁମାର:-ଠିକ ଅଛି ଚଳିବ କିଛି କଥା ନାହିଁ । ହଉ ନାନୀ ଆସ ଖାଇବା, ମୁଁ ରୋଷେଇ କରିଛି ।
ସନ୍ଧ୍ୟା:- ହଁ ନାନୀ ଆସ ତମ ଯୋଇଁପୁଅ ରୋଷେଇ କରିଛନ୍ତି । କହିବ କେମିତି ହେଇଛି ।

To be continued…….
Promo: ( ଆଉ କିଛି କଥାବାର୍ତ୍ତା ନାନୀ ଆଉ ସନ୍ଧ୍ୟା ଙ୍କ ମଧ୍ୟରେ, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-59
Follow My Pages:-
Thanks….
Facebook Comments