କୁମାର:- ଆରେ ତମେ ମନେ ଏକଥା ସବୁ ଜାଣିସରିଲାଣି ।
ଭାବୁଥିଲି ତମମନଙ୍କୁ ବୋକା ବନେଇବି ହେଲେ ନିଜେ ବୋକା ବନିଗଲି ।
ଆକାଶ:- ଶୁଣ ଭାଇ ତୁ ଏକା ହେଇକି ଯଦି ଏତେ Dimag ଲଗେଇ ପାରୁଛୁ ତ ଭାବେ ଆମେ ଏତେ ଜଣ ଅଛୁ ତାହେଲେ କେମିତି ହବ ।
ଆଉ ଗୋଟେ କଥା ଜାଣିଛୁ କାଲିଠାରୁ ଯେତେସବୁ ଘଟଣା ଘଟୁଛି ସବୁ ଆମ Planning ରେ ହଉଛି ।
ଦେଖ ତୁ ଯୋଉ ସାର୍ଟ ଆଜି ପିନ୍ଧିକି ଆସିଛୁ । ସେ ସାର୍ଟର ଫୋଟ ଉଠେଇ ହୋଡିଙ୍ଗ ବନେଇ ଟଙ୍ଗେଇଛୁ ।
କୁମାର:- ସତ କଥା ତ ହଉ ଏବେ କଣ କରିବା କହ ।
ଆକାଶ:- ଭାଇ କିଛି କରିବା ଦରକାର ନାହିଁ ।
ତୁ ପ୍ରଥମେ ସନ୍ଧ୍ୟାକୁ ପ୍ରୋପୋଜ ତାପରେ ସମସ୍ତେ ମିଶିକି ହୋଲି ଖେଳିବା ।
ତାପରେ …… ସବୁକଥା ଏବେ କହିବି ନା କଣ ଆଉ ବାକି ପରେ କହିବି ।
କୁମାର:- କାଲି ତ ପ୍ରୋପୋଜ କରିଲିନା ପୁଣି ଆଜି କାହିଁକି ପ୍ରୋପୋଜ କରିବି ।
ଦୀପକ:- ଭାଇ କାଲି ତମେ ଛାତ ଉପରେ ଧରିକି ପ୍ରୋପୋଜ କରିଥିଲ ହେଲେ ଆଜି ଖୋଲା ପଡ଼ିଆରେ ପ୍ରୋପୋଜ କରିବାକୁ ପଡିବ ।
କୁମାର:- ତମମାନେ କେମିତି ଜାଣିଲ ।
ଆକାଶ:- ତୁ ଭୁଲି ଯାଉଛୁ କି ସନ୍ଧ୍ୟାର ଘର ପାଖରେ ଆମ ଘର ବୋଲି ।
ଭାଇ ସେ ସମୟରେ ଆମେ ବି ଛାତ ଉପରେ ବସିଥିଲୁ ।
ସବୁ ପ୍ଲାନ ହିସାବରେ ଚାଲିଛି ଭାଇ ।
To be continued…….
Promo: (କୁମାର ସନ୍ଧ୍ୟା କୁ ଖୋଲା ଆକାଶ ତଳେ ପ୍ରୋପୋଜ କରୁଛି । ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-64
Follow me:-
Click here for instagram page : Instagram
Click here for my Facebook Page : Facebook
Click here for my Twitter Page : Twitter
Click here for my Quora Page : Quora
Click here for Blogger Page : Blogger
Thanks….