Smruti Tume Sradhanjali (A true Story ) Page-64





କୁମାର:- ଆରେ ତମେ ମନେ ଏକଥା ସବୁ ଜାଣିସରିଲାଣି ।

 ଭାବୁଥିଲି ତମମନଙ୍କୁ ବୋକା ବନେଇବି ହେଲେ ନିଜେ ବୋକା ବନିଗଲି ।

ଆକାଶ:- ଶୁଣ ଭାଇ ତୁ ଏକା ହେଇକି ଯଦି ଏତେ Dimag ଲଗେଇ ପାରୁଛୁ ତ ଭାବେ ଆମେ ଏତେ ଜଣ ଅଛୁ ତାହେଲେ କେମିତି ହବ । 

ଆଉ ଗୋଟେ କଥା ଜାଣିଛୁ କାଲିଠାରୁ ଯେତେସବୁ ଘଟଣା ଘଟୁଛି ସବୁ ଆମ Planning ରେ ହଉଛି ।

ଦେଖ ତୁ ଯୋଉ ସାର୍ଟ ଆଜି ପିନ୍ଧିକି ଆସିଛୁ । ସେ ସାର୍ଟର ଫୋଟ ଉଠେଇ ହୋଡିଙ୍ଗ ବନେଇ ଟଙ୍ଗେଇଛୁ ।

କୁମାର:- ସତ କଥା ତ ହଉ ଏବେ କଣ କରିବା କହ ।

ଆକାଶ:- ଭାଇ କିଛି କରିବା ଦରକାର ନାହିଁ । 

ତୁ ପ୍ରଥମେ ସନ୍ଧ୍ୟାକୁ ପ୍ରୋପୋଜ ତାପରେ ସମସ୍ତେ ମିଶିକି ହୋଲି ଖେଳିବା । 

ତାପରେ …… ସବୁକଥା ଏବେ କହିବି ନା କଣ ଆଉ ବାକି ପରେ କହିବି । 

କୁମାର:- କାଲି ତ ପ୍ରୋପୋଜ କରିଲିନା ପୁଣି ଆଜି କାହିଁକି ପ୍ରୋପୋଜ କରିବି ।

ଦୀପକ:- ଭାଇ କାଲି ତମେ ଛାତ ଉପରେ ଧରିକି ପ୍ରୋପୋଜ କରିଥିଲ ହେଲେ ଆଜି ଖୋଲା ପଡ଼ିଆରେ ପ୍ରୋପୋଜ କରିବାକୁ ପଡିବ ।

କୁମାର:- ତମମାନେ କେମିତି ଜାଣିଲ ।

ଆକାଶ:- ତୁ ଭୁଲି ଯାଉଛୁ କି ସନ୍ଧ୍ୟାର ଘର ପାଖରେ ଆମ ଘର ବୋଲି ।

ଭାଇ ସେ ସମୟରେ ଆମେ ବି ଛାତ ଉପରେ ବସିଥିଲୁ ।

ସବୁ ପ୍ଲାନ ହିସାବରେ ଚାଲିଛି ଭାଇ ।


To be continued…….


Promo: (କୁମାର ସନ୍ଧ୍ୟା କୁ ଖୋଲା ଆକାଶ ତଳେ ପ୍ରୋପୋଜ କରୁଛି । ପଢିବା next page ରେ…… )

                


କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-64



Follow me:- 


 Click here for instagram page    :  Instagram






Thanks….

Put your Valuable feedback