Smruti Tume Sradhanjali (A true Story ) Page-65






ନାରାୟଣ:- ଆଉ ଲେଟ କରେନି ଚାଲ ପ୍ରୋପୋଜ କର ।

ସମସ୍ତେ କହୁଥାନ୍ତି କୁମାର, ସନ୍ଧ୍ୟା ଏଠିକି ଆସ । ଚାଲ କୁମାର ଷ୍ଟାର୍ଟ କର ।

କୁମାର:- ମୁଁ ତ Rose ଆଣିନି କେମିତି ପ୍ରୋପୋଜ କରିବି ।

ଅଜିତ:- ଏଇ ନେ Rose ଚାଲ ଜଲଦି କର ।

ତାପରେ କୁମାର ସନ୍ଧ୍ୟା କୁ Propose କଲା ।

                          I ❤ U
                        Sandhya


 ତାପରେ ସନ୍ଧ୍ୟା ବି କହିଲା । I Love U Too My Jaan .

 ହେଲେ ସମସ୍ତେ ଏଠି ଅଛନ୍ତି ତମକୁ ଆଉ ଗୋଟେ କଥା ପଚାରିବି । ମୋତେ ଭୁଲି ଯିବନି ତ ?

କୁମାର:- ଶୁଣ ସମସ୍ତେ ତମ ସମସ୍ତଙ୍କ ଆଗରେ କହୁଛି –

ମୋ ପାଦରେ କଣ୍ଟା ଫୁଟୁ 

ତୋ ପାଦରେ ଫୁଲ …

ଭୁଲିଯିବା ପାଇଁ ତତେ
ପାଇନି ମୁଁ ଭଲ…

ମତେ ପଛେ ଲୁହ ମିଳୁ

ତତେ ମିଳୁ ହସ…

ତୋ ପାଖେ ଆରମ୍ଭ ମୋ ପ୍ରେମ

ତୋ ପାଖେ ମୋ ଶେଷ ।


ପୁଣିଥରେ କହୁଛି I Love U   I Love U   I Love U .

To be continued…….


Promo: (  କୁମାର ବାକି ସବୁ ସାଙ୍ଗ ମାନେ ତାଙ୍କ Girl Friend ଙ୍କୁ ଏଇ ଭଳି propose କରନ୍ତୁ ବୋଲି ଚାହୁଁଚି , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-65



Follow me:- 


 Click here for instagram page    :  Instagram






Thanks….

Facebook Comments

One thought on “Smruti Tume Sradhanjali (A true Story ) Page-65”

Put your Valuable feedback