Smruti Tume Sradhanjali (A true Story ) Page-67







କୁମାର:- ହାଏ, Girls କେମିତି ଅଛନ୍ତି । ଆଉ ତମ ଚୋରା ପ୍ରେମ କେତେଆଡ଼େ ଗଲାଣି ।

ସମସ୍ତେ କହିଲେ ତମେ କେମିତି ଜାଣିଲ ??

କୁମାର:- ଚୋର ଘର ସବୁବେଳେ ଅନ୍ଧାର ରହେନି । 

ଆଉ ଆଜି ଚୋରମାନେ ଧରା ପଡିଛନ୍ତି, ଦଣ୍ଡ ଦବାକୁ ତ ପଡିବ । ଆରେ ଲୋଫର ମାନେ ବାହାରକୁ ଆସ ।

ସମସ୍ତେ ଧରା ପଡିଯାଇଥିବାରୁ ଟିକେ ନର୍ଭସ ହୋଇଯାଇଥିଲେ ।

କୁମାର:- ଆରେ ବେଶି Tension ହୁଅନି, ଦେଖ ଆଗରେ କଣ ରଖାହେଇଛି । 

ସମସ୍ତେ କହିଲେ ସନ୍ଧ୍ୟା ଆଉ ତମର ହୋଡିଙ୍ଗ ।

 ଆଚ୍ଛା ମୋର ଏଠି ଖୁଲାମ ଖୁଲା Band ବଜେଇ ତମେମନେ ଲୁଚି ଲୁଚି Bin ବଜେଇବ ଆଉ ଭାବିଛ କେହି ଜାଣିପାରିବେନି ।

 ଚାଲ ଏବେ ଲାଇନରେ ଛିଡା ହେଇଯାଅ । 

ଆରେ କେଶବ ଆଉ ଆକାଶ ତମେ 2ଟା କୁ କଣ ଲଗା କହିବି ଲାଇନରେ ଛିଡା ହେଇଯିବନା ।

ଆଉ ନାନୀ ମାନେ ଆସ ଲାଇନରେ ଠିଆ ହେଇଯାଅ । 

ସନ୍ଧ୍ୟା Rose ଗୁଡ଼ାକ ଦେଲ, ନିଅ ଧର ଆଉ ଜଣ ଜଣ କରି ଆରମ୍ଭ କର । ଆମେ ଦୁଇଜଣ ଦେଖୁଛୁ ହେଲା ।

 କେଶବ ତୁ ଆରମ୍ଭ କର।



Advertisements
To be continued…….


Promo: ( ବାକି ସାଙ୍ଗ ମାନେ ମଧ୍ୟ ସେଠି ନିଜ ନିଜ GF କୁ propose କରନ୍ତି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-67



Follow me:- 


 Click here for instagram page    :  Instagram






Thanks….

Leave a Reply

Your email address will not be published. Required fields are marked *