Smruti Tume Sradhanjali (A true Story ) Page-69








ଆଖି ବନ୍ଦ କରି Kiss କରିବାକୁ ଯାଉଥିଲେ ଦୁଇଜଣ ଠିକ୍ ଏହି ସମୟରେ କୁମାର ହାତ ରଖିଦେଇଥିଲା ।

ଦୁଇଜଣଙ୍କ Kiss ଯାଇ କୁମାର ହାତରେ ବାଜିଯାଇଥିଲା ଦୁହେଁ ଆଖି ଖୋଲିକି ଦେଖିଲା ବେଳକୁ ସମସ୍ତେ ଠିଆ ହୋଇଛନ୍ତି ।

 ଦୁଇଜଣ ପୁରା ଲାଜେଇ ଗଲେ ।

କୁମାର:- କଣ ଚାଲିଥିଲା ଏଠି ?

ବିକ୍ରମ:- ଚାଲିଲା କୋଉଠି ତୁ କବାଵ ମେ ହଡି ହେଇଗଲୁ ସବୁ ବେକାର ହେଇଗଲା । 

କୁମାର:- ଦେବୀ ଯେ ବୁଝିଯିବୁ, ଆମର ଖୋଲା ଖୋଲି କାମ କରିଦେଇ ଏଠି ଲୁଚିକି କାମ ଚଲେଇଛୁ ।

 ସନ୍ଧ୍ୟା Rose ଦେଲ, ଏଇ ନେ ଆଉ ପ୍ରୋପୋଜ କର ତାପରେ ତୁ ଯାହା କରୁଛୁ କର ।

ବିକ୍ରମ:- କାମ ଯାଇକି ଏତେଆଡ଼େ ପହଞ୍ଚୀଗଲା, ଆଉ କଣନା !! ହଉ ଦେ ।

ଆସ ଜାନେମନ ଏଠିକି ଆସ ।

ରୁପା:- Ok ଜାନୁ ।

ବିକ୍ରମ:- I Love U ଜାନେମନ ।

ରୁପା:- Love U ଜାନୁ ।

ବିକ୍ରମ:- ଏଥର ହେଲା ତ ପ୍ରୋପୋଜ କରିବାକୁ କହିଲ । ଏଥର ଯାଅ ମୋର କାମ ଅଛି ।

କୁମାର:- କାମ ପରେ ହବରେ ରଙ୍ଗ ଖେଳ ଆରମ୍ଭ ହେବ ଚାଲ ।

ସମସ୍ତେ ରଙ୍ଗ ଖେଳରେ ବହୁତ ମସ୍ତି କଲେ ।

କୁମାର ତାର ସାଙ୍ଗମାନଙ୍କୁ କହୁଥାଏ ।

କୁମାର:- ନାନୀ ଆଉ ଭାଇମାନେ କାଲି ମୋ ତରଫରୁ ଗୋଟେ ପାର୍ଟି ହେବ ନା ?? କଣ କହୁଛ ସନ୍ଧ୍ୟା ??

ସନ୍ଧ୍ୟା:- ମୁଁ କଣ କହିବି ଯେ ତମେ ଯାହା କହିବ ସେୟା ହବ ।

ବିକ୍ରମ:- ଭାଇ ଶୁଖିଲା ପାର୍ଟି ନା ମାଲପାଣି ପାର୍ଟି ବି ହବ ।


To be continued…….


Promo: (  ପାର୍ଟି ପାଈଁ ଜାଗା ଖୋଜା ହେଉଛି, ପଢିବା next page ରେ…… )

               

Pages:





Follow my Blog and find Smruti Tume Sradhanjali Part-69



Follow My Page:- 




Thanks….

Put your Valuable feedback