କୁମାର:- ଏପଟେ ଆସିଲୁ ସେଠି କଣ କହୁଛୁ, ସେ ପାର୍ଟି ବି ହବ ହେଲା ।
ନାନୀମାନେ:- ଥାଉ ଥାଉ ଧିରେ ଧିରେ କାଇଁ କହୁଛ ଆମେ ସବୁ ଜାଣିଛୁ ତମେ ସବୁ ଗୋଟେ ଗାଈ ର ଗୋବର ।
ବିକ୍ରମ:- ତମେମାନେ ତମ ପାର୍ଟି କରିବ ଆମେ ମାନେ ଆମ ପାର୍ଟି କରିବୁ ok । ହେଲେ ପାର୍ଟି କୋଉଠି କରିବା ।
ଆକାଶ:-କାଲି ଆମ ଘରେ କେହି ବି ରହିବେନି ଆମ ଘରେ କରିବା । ok ଚାଲ ଏଥର ଯିବା ।
କୁମାର:- ଚାଲ ଟିଫିନ୍ କରିକି ଯିବା ଭୋକ ହେଲାଣି ।
ଅଜିତ:- ଦେହ ସାରା ତ ରଙ୍ଗ ପଡିଛି ଖାଇବା କେମିତି ।
ଆକାଶ:- ଚଳେଇଦେବା ନହଲେ ଗାଡି ଚାଲିବନି ।
ସନ୍ଧ୍ୟା:- ଆମେ ସେଠିକି କେମିତି ଯିବୁ ଯେ ଏ ଅବସ୍ତାରେ ଯଦି ଆମକୁ ଦେଖିବ କଣ କହିବ ।
ଆଉ ଯଦି ଟୋକାମାନେ ଦେଖିବେ କମେଣ୍ଟ ମାରିବେ । ତମେ ଯାଅ ନେଇକି ଆସ ଆମେ ଏଠି ଖାଇଦବୁ ।
କୁମାର:- ଠିକ ଅଛି ଏଇ ଲୋଫର ମାନେ ତମେମାନେ ବି ଏଠି ରୁହ । ଆକାଶ ଆଉ ମୁଁ ଯାଇକି ନେଇକି ଆସୁଛୁ ହେଲା ।
ତାପରେ କୁମାର ଆଉ ଆକାଶ ଟିଫିନ୍ ଆଉ ପାଣି ଧରିକି ଆସିଲେ । ସମସ୍ତେ ଟିଫିନ୍ କଲାପରେ ଯିବାକୁ ବହାରିଲେ ।
କୁମାର:- ହୋଡିଙ୍ଗ ଟା କୁ କିଏ କାଢିବ ?? କେଶବ, ଆକାଶ ଆରେ ହୋଡିଙ୍ଗ ଟା ବାହାରକର ନହଲେ ମୋର ବାର ବାଜିଯିବ ।
ତାପରେ ହୋଡିଙ୍ଗ ବାହାର କରି ଯିଏ ଯାର Bike, Scooty ବାହାର କରି ଯିବାକୁ ବାହାରିଲେ ।
To be continued…….
Promo: ( ସନ୍ଧ୍ୟା ପୁରା ଖୁସି ହେଇଗଲା, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-70
Thanks….
Facebook Comments