Smruti Tume Sradhanjali (A true Story ) Page-71







କୁମାର:- ହଉ ଭାଇମାନେ ନାନୀମାନଙ୍କୁ ନେଇ କେୟାର ଫୁଲି ତାଙ୍କ ଘରେ ପହଞ୍ଚେଇ ଘରକୁ ଯିବ ହେଲା ।

ମୁଁ ସନ୍ଧ୍ୟା ଘରକୁ ଯାଇ ଆମ ଘରକୁ ଯିବି । Ok Bye

ତାପରେ ଯିଏ ଯା ଘରକୁ ଚାଲିଲେ ।

ସନ୍ଧ୍ୟା:- ଜାଣିଛ କୁମାର ମୁଁ ଆଜି ବହୁତ ଖୁସି । ଏଇ ଦିନଟିକୁ ମୁଁ ସବୁଦିନ ପାଈଁ ମନେ ରଖିବି ।

କୁମାର:- ମୁଁ ବି ମନେ ରଖିବି । ମୁଁ ଏମିତି କେବେବି ଆଗରୁ ଖୁସି ହେଇନଥିଲି  । 

ଶୁଣ ବିକ୍ରମ ଏଠି ଗାଡି ରଖ ।

ବିକ୍ରମ:- କଣ ହେଲା କିଛି କାମ ଅଛି କି ??

ସନ୍ଧ୍ୟା:- କଣ କରିବ ଏଠି, ଆରେ ଶୁଣତ ।

କୁମାର:- Chocolate ଆଣିବାକୁ ଯାଇଥିଲି ପରା ଏତେ କାଇଁ ଡାକୁଛ ।

ସନ୍ଧ୍ୟା:- କଣ ମୋ ପାଇଁ ଆଣିଛ କି ??

କୁମାର:- ସବୁତ ଖାଲି ତମପାଇଁ ଆଣିବି ଗୁଡୁ,ଗୁଡି ପାଇଁ ଆଉ ବାକି ତମ ଘର ଲୋକପାଇଁ ।

ସନ୍ଧ୍ୟା:- ଆଚ୍ଛା ଘରର ପୁଅ ତାହେଲେ ଘର ଲୋକଙ୍କ ପାଇଁ ଆଣିଛନ୍ତି । ମୁଁ ଭାବିଲି ମୋ ପାଇଁ ଆଣିଛ ବୋଲି ।

କୁମାର:- ନାଇମ ତମପାଇଁ ବି ଆଣିଛି ଏମିତି କହିଦେଲି ନା ।

ଏଇ ନିଅ ଦୀପା ଆକାଶ ତୁ ବି ନେ । ଆଚ୍ଛା ଆକାଶ ଦୀପା ତମ ଘରକୁ ଯିବ କି ??


ଆକାଶ:- ମୋତେ ମାରିବୁ ନା କଣ ?? ମୋ ବାବା ଯଦି ଜାଣିବେ ଠିଆ ଜାଳିଦେବେ ।



To be continued…….


Promo: ( ଘରକୁ କେମିତି ଯିବେ ସେ ବିଷୟରେ କିଛି କଥାବାର୍ତ୍ତା,  ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-71



Follow My Page:- 


Thanks….

Facebook Comments

Put your Valuable feedback