Smruti Tume Sradhanjali (A true Story ) Page-72






କୁମାର:- କାଇଁ ତୁ ତମ ଘରେ କହିନୁ କି ??

ଆକାଶ:- ନାଇଁ କହିନି time ଆସିଲେ କହିବି ଆଉ ।

କୁମାର:- ଚୋରି ଚୋରି ପ୍ରେମ କରୁଚୁ, ଦେଖିଚାହିଁ କରୁଥିବି ।

ଆଉ ତାହେଲେ ଦୀପାକୁ ଛାଡିବାକୁ ଯିବୁ, ତାହେଲେ ।

ଆକାଶ:- ହଁ ଯିବାକୁ ତ ପଡିବ ! ନହଲେ ସେ କେମିତି ଯିବ ?

ସନ୍ଧ୍ୟା:- ତମେ ଗୋଟେ କାମ କରୁନ କୁମାର ତମେ ମୋ ଗାଡ଼ି ନେଇକି ଯାଅ, ଆଉ ଦୀପା କୁ ବି ସାଙ୍ଗରେ ନେଇକି, ତା ଘରେ ଛାଡ଼ିଦଵ । 

ଆକାଶ କାହିଁକି ଯିବ ଏତେ ଦୁର ଯିବ ଆସିଲା ବେଳେ ସନ୍ଧ୍ୟା ହେଇଯିବ ।

ଆକାଶ:- ହଁ ଭାଉଜ, ଠିକ କହିଛନ୍ତି ମୁଁ ଆଉ କାହିଁକି ଯିବି ତୁ ତ ଯିବୁ ନେଇକି ଘରେ ଛାଡ଼ିଦେଇ ଯିବୁ ।

ସନ୍ଧ୍ୟା:- ଭାଉଜ କାହାକୁ କହୁଛୁ ରେ ମୁଁ ତ ତୋର ନାନୀ ହେବି ।

 ତୁ ତାଙ୍କର ଶଳା ହବୁ, ଆଉ କେବେବି ଡାକିବୁନି ହେଲା ।

ଆକାଶ:- ହଉ ନାନୀ ଆଉ ଭାଉଜ ଡାକିବିନି ହେଲା । ଚାଲ ଯିବା ।

କୁମାର:- ହଉ ଚାଲଯିବା ନହଲେ ଲେଟ ହେଇଯିବ । ଆମକୁ ପୁଣି ଘରକୁ ଯିବାକୁ ପଡ଼ିବ ।

ତାପରେ ସେମାନେ ସେଠୁ ବାହାରିଲେ କିଛି ସମୟ ପରେ ସନ୍ଧ୍ୟା ପହଞ୍ଚିଲେ ଘରେ ସମସ୍ତେ ଆସିଯାଇଥିଲେ କିନ୍ତୁ ଦାଦା ଆସିନଥିଲେ ତାପରେ ଘର ଭିତରକୁ ସମସ୍ତେ ଗଲେ ।

Advertisements

To be continued…….


Promo: ( କୁମାର ସନ୍ଧ୍ୟା ର ପରିବାର ର ସଦସ୍ୟ ମାନଙ୍କ ପାଇଁ ଚକଲଟେ ନେଇକି ଆସିଛି,  ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-72



Follow My Pages:- 


Thanks….

Leave a Reply

Your email address will not be published. Required fields are marked *