କୁମାର:- ଏଇଟା ତାହାଲେ ତମ ଘର ବହୁତ ସୁନ୍ଦର ହେଇଛି।
ହଉ ତମ ଘର ଆସିଗଲା । ଏଥର ମୋତେ ବି ଯିବାକୁ ଦିଅ ।
ଦୀପା:- ଘର ଭିତରକୁ ତ ଆସ ତାପରେ ଯିବ ।
କୁମାର:- ସନ୍ଧ୍ୟା ହେଇଗଲଣି ଆଉ କେବେ ଯିବି ।
ହଁ କଲି ତ ଆସିବାକୁ ହବନା ପାର୍ଟି ଅଛି ଆସିଲେ ତମ ଘର ଆଡ଼େ ବୁଲିକି ଯିବି । Ok ଏବେ ଆସୁଛି ।
ଦୀପା:- ଠିକ ଆଛି ଯାହା ତମ ଇଚ୍ଛା Ok Take Care …. bye .
କୁମାର:- Ok bye .
ତାପରେ କୁମାର ଘରକୁ ଗଲା ଘରେ ଖାଇ ପି ରାତିରେ ଶୋଇଲା ତା ପର ଦିନ ବାହାରିଲା ଟିଉସନ ରାସ୍ତାରେ ଆସିବା ସମୟରେ ସନ୍ଧ୍ୟାର Call ଆସିଲା ।
କୁମାର:- ହଁ ସନ୍ଧ୍ୟା କୁହ ଟିଉସନ ଆସିଲଣି କି ?? ମୁଁ ଏବେ ଅଧା ରାସ୍ତାରେ ଅଛି ।
ସନ୍ଧ୍ୟା:- ମୁଁ ବି ଏବେ ବାହାରୁଛି ଆକାଶ ଘରକୁ ଯାଉଛି ।
କୁମାର:- ଶୁଣ ଘରେ କହିକି ଆସିବ ଆସିଲା ବେଳେ ଟିକେ ଲେଟ ହେବ ।
ଗୋଟେ କଥା ଶୁଣ ଆକାଶ ଘରେ ପାର୍ଟି ହବନି ତା ବାବା ବୋଉ ବାହାରକୁ ଯିବେନି ବିକ୍ରମ ଘରେ କରିବା Ok ସମସ୍ତ ଙ୍କୁ କହିଦଉଛି । ହଉ ଠିକ ଅଛି ଜଲଦି ଆସ । bye
ତାପରେ ସମସ୍ତେ ଆସି ଟିଉସନ ରେ ପହଞ୍ଚିଲେ ଟିଉସନ ସରିବା ପରେ ସମସ୍ତେ ଆସି ଗୋଟେ ଜାଗାରେ ମିଶିଲେ ।
Promo: (ପାର୍ଟି ରେ କାଜଲ ଆସିନଥିଲା, କୁମାର କାଜଲ କୁ ଆଣିବାକୁ ଯାଉଛି, ଦେଖାଯାଉ କାଜଲ ଘରେ ଛାଡୁଛନ୍ତି କି ନାହିଁ , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-81
Thanks….
Like this:
Like Loading...
Smruti_tume_sradhanjali_in_odia_by_kumars_diary_part_80
ଯେତେବେଳେ ଜାଣିଲି ସନ୍ଧ୍ୟା ବି ମୋତେ ଭଲ ପାଉଛି ,ସେବେଠୁ ରାଗ ଟିକେ କମି କମି ଆସିଲା । ଆଉ ଭଲ ପାଇବା ବଢି ବଢି ଚାଲିଲା ।
ତାପରେ ସବୁ ସାଙ୍ଗ ମାନେ ଜୋକ ଭଳି ମୋ ପଛରେ ଲାଗିଗଲେ ଆଉ ସନ୍ଧ୍ୟାକୁ ଭଲ ପାଇବାକୁ ବାଧ୍ୟ କଲେ ।
ଏପଟେ ମୁଁ ବି ସନ୍ଧ୍ୟାକୁ ପରୀକ୍ଷା କରୁଥାଏ, ସେ ସୁଖରେ ଆଜି ମୋତେ ଭଲ ପାଉଛି, କାଲି ଯଦି ଦୁଃଖ ଆସିବ, ମୋତେ ଛାଡ଼ିଦବନି ତ ? ସେଥିଲାଗି ଆପେକ୍ଷା କରିବାକୁ ପଡିଲା ।
ମୁଁ ସିନା କଷ୍ଟ ଦଉଥିଲି ହେଲେ ମୁଁ ଭିତରେ ବହୁତ କଷ୍ଟ ପାଉଥିଲି । ଆଉ ଏବେ ତାକୁ ଛାଡିକି ଗୋଟେ ମିନିଟ ବି ବଞ୍ଚି ପାରିବିନି ।
ଦୀପା:- ସତରେ କୁମାର ସନ୍ଧ୍ୟା ବହୁତ Lucky ଯେ ତମ ଭଳି ଗୋଟେ ପୁଅଟେ ତାକୁ ମିଳିଛି ।
କୁମାର:- ହଉ ଛାଡ଼ ସେ କଥା ଏବେ କୁହ ଆକାଶ କୁ କେବେ ବାହା ହଉଛ ?
ଦୀପା:- ଘର ଲୋକ ଯେବେ କହିବେ ମୁଁ ତ ଘରେ କହିନି ପଢ଼ା ସରିବା ପରେ ଘରେ କଥା ହେଇକି ବାହାଘର Final କରିବାକୁ ପଡିବ । କୁମାର ଆମ ଘର ଆସିଗଲା ।
କୁମାର:-କାଇଁ କୋଉଠି ତମ ଘର ।
ଦୀପା:- ଆଗରେ ଗୋଟେ ଟଗର ଗଛ ଅଛି ଦେଖ ବାଡ଼ ଦିଆହେଇଛି । ସବୁଜ କଲର ଦିଆ ହେଇଛି ସେଇଟା ହେଉଛି ଆମ ଘର ।
Promo: ( କୁମାର ଆଉ ସାଙ୍ଗମାନେ ପାର୍ଟି ବିଷୟରେ ଆଲୋଚନା କରୁଛନ୍ତି । , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-80
Thanks….
Like this:
Like Loading...
Story, Poem, Article & Experience.