ଆକାଶ:- କୁମାର ସମସ୍ତଙ୍କୁ କହିଦେଇଛୁ ତ ? ଆମ ଘରେ ପାର୍ଟି ହବନି ବୋଲି ।
କୁମାର:- କେତେବେଳେ କହିଲି ଆଉ ଏବେ କହିଦଉଛି, ସମସ୍ତେ ଶୁଣ !! ବିକ୍ରମ ଘରେ ପାର୍ଟି ହବ, ଠିକ ଅଛି !! ସେଠିକି ଚାଲ ସମସ୍ତେ ।
ଆମେ ସବୁ ଜିନିଷ ନେଇ ପହଞ୍ଚିବୁ ହେଲା ।
ଆଚ୍ଛା !!! ନାନୀମାନେ ସମସ୍ତେ ତ ଆସିଛ, କାଜଲ ନାନୀ କୁଆଡେ ଗଲେକି ??
ନାରାୟଣ System କୁଆଡେ ଗଲା ।
ନାରାୟଣ:- କହନା କାଲି ଆମେ ଯୋଉ ସବୁ ମଜା କରୁଥିଲେ ନା ??? ସେଠି ତାଙ୍କ ଘର ପାଖରେ କେହି ଗୋଟେ ଲୋକ ଦେଖି ଦେଇ ତାଙ୍କ ଘରେ ଆସିକି କହିଦେଇଥିଲେ । ସେଥିପାଇଁ ସେ ଘରେ ବହୁତ ଗାଳି ଶୁଣିଲା । ଆଜି ଟିଉସନ ବି ଆସିନି ।
କୁମାର:- ଚାଲ ଯିବା ତାଙ୍କ ଘରକୁ ତାକୁ ନେଇକି ଆସିବା ।
ନାରାୟଣ:- ଆରେ ନାହିଁ !! ତାଙ୍କ ଘର ଲୋକଙ୍କୁ ତୁ ଜାଣିନୁ, ଖାସ୍ କରି ତା ଭାଇକୁ… ସେ ଆମ କଥା ସବୁ ଜାଣିଦେଇଛି, ସେଥିପାଇଁ ମୁଁ ଆଉ ତାଙ୍କ ଘରକୁ ଯାଇପାରୁନି ।
କୁମାର:- ଏଇ କଥା ତ,, ଚାଲ ମୁଁ ସବୁ ଠିକ୍ କରିଦେବି । ନା କଣ ସାଙ୍ଗମାନେ ?? ମୁଁ ଠିକ୍ କହିଲି ନା??
ଆରେ କୁହ ?? ସମସ୍ତେ ମୋ ମୁହଁ କୁ କଣ ଚାହୁଁଛ ??
ସମସ୍ତେ କହିଲେ ତମେ ଠିକ୍ କହିଛ, ତମେ ଯାଅ ନେଇକି ଆସ । All The Best .
କୁମାର:- ସନ୍ଧ୍ୟା ଏଠି ଟିକେ ରୁହ, ମୁଁ ଯାଉଛି ତାକୁ ନେଇକି ଆସୁଛି । ଚାଲ ନାରାୟଣ ଯିବା ।
To be continued…….
Promo: ( କାଜଲ ର ଭାଇ ନାରାୟଣ କୁ ଦେଖି ରାଗିଗଲା, ଆଉ ସେଠି କୁମାର ମଧ୍ୟ ଉପସ୍ଥିତ ଥିଲା, ଆଗକୁ କଣ ହେଉଛି , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-82
Follow My Pages:-
Thanks….