Smruti Tume Sradhanjali (A true Story ) Page-89

ସନ୍ଧ୍ୟା:- କୁମାର କଣ କରୁଛ ?? ଏଠି ଚାଲ ସେପଟେ ଟିକେ ରୋଷେଇ ରୁମକୁ ତମେ ଯୋଉ Item କହିଥିଲ ସେ Item ଟା ଆମ କାହାରିକୁ ଆସୁନି, ତମେ ଆସ କହିବ କେମିତି କରାଯିବ ।

କୁମାର:- ମୁଁ ଠିକ୍ ଜାଣିଥିଲି, ତମ କାହାରିକୁ ଆସିବନି, ତମେ ଯଦି ସବୁ ରୋଷେଇ କରିଦବ ଆମେ ସବୁ କୁଆଡେ ଯିବୁ । ନା କଣ ବେ !! ଲୋଫର ମାନେ କହୁନ ??  

ସନ୍ଧ୍ୟା:- ହଉ ବାବା ତମେ ସବୁ ଜାଣିଛ, ଆସ ଜଲଦି ।

କୁମାର:- ହଉ ଚାଲ ତମେ କହିବ, ଆଉ ମୁଁ ଯିବିନି ଚାଲ ଯିବା ।
 ତମେ party continue ରଖ,  ମୁଁ ଆସୁଛି, ସାଙ୍ଗମାନେ !!

ତାପରେ କୁମାର ଯାଇକି ରୋଷେଇ ରୁମରେ ସମସ୍ତଙ୍କୁ ରୋଷେଇ କରିକି  ଶିଖେଇଲା କି କେମିତି  Paneer Khurma କରାଯାଏ। ରୋଷେଇ ହେଲାପରେ ସମସ୍ତେ ଖାଇବାକୁ ଗଲେ। ନାନୀ ମାନେ କହିଲେ ଆଗ ତମ ମାନେ ଖାଇ ସାର, ତାପରେ ଆମେ ଖାଇବୁ ।


To be continued…….


Promo: ( Promo: କିଛି ଦିନ ପରେ, ହଠାତ୍ କୁମାର ପାଖକୁ ରାତି 11.30 ରେ ସନ୍ଧ୍ୟା ର Call ଆସିଲା ।, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-89



Follow My Pages:- 

Thanks….

Smruti Tume Sradhanjali (A true Story ) Page-88


କୁମାର:- ତାହାଲେ ତ ଆଉରି ସହଜ ହେଇଗଲା । 

ଠିକ୍ ଅଛି ତମମାନେ ସେଥିପାଇଁ ଟେନସନ ହେବା ଦରକାର ନାହିଁ, ସେ ସବୁ ମୋ ଉପରେ ଛାଡିଦିଅ ।

ସନ୍ଧ୍ୟା:- ହେଲେ, କୁମାର ମତେ ଭାରି ଡ଼ରଲାଗୁଛି ।

କୁମାର:- don’t worry baby ତମେ ଏତେ ଟେନସନ ହୁଅନି, ତମେ ମୋ ସହ ଯେତେ ଯାଏ ଅଛ ମୁଁ ସବୁ କାମରେ ଆଗକୁ ଯିବି ।

ଏବେ ଚାଲ ଯିବା ରୋଷେଇ କାମ ବି ବାକି ଅଛି ସେ ସବୁ ସାରିବାକୁ ପଡିବ ।

ସନ୍ଧ୍ୟା:- ତମେ କାଇଁ ରୋଷେଇ କରିବ ?? ଆମେ ସମସ୍ତେ ଅଛୁନା ତମ ନାନୀ ମାନେ ଆଉ ମୁଁ ମିଶିକି ରୋଷେଇ କାମ ସାରିଦବୁ ହେଲା ।

ସନ୍ଧ୍ୟାକୁ ଧିରେ ଧିରେ କହୁଥାଏ ।

କୁମାର:- ତମେ କଥାଟାକୁ ଟିକେ ବୁଝ, ଆମେ ଦୁଇଜଣ ମିଶିକି ରୋଷେଇ କରିବା । 

ଆଉ ସେମାନଙ୍କୁ ଛାଡିଦବା Enjoy କରିବାକୁ ଆଉ ଏମିତିକା ରୋମାଣ୍ଟିକ ମୁଡରେ ଆମେ ଦୁଇଜଣ ରୋଷେଇ ରୁମରେ ଟିକେ ରୋମାନ୍ସ କରିଥାନ୍ତେ ।

ସନ୍ଧ୍ୟା:- ସତରେ ନା କଣ ??

 ମୋ ଗେଲୁ ଏତିକି ଭାବିବା ବନ୍ଦ କର, ଯାଅ ତମ ଲୋଫର ସାଙ୍ଗମାନଙ୍କ ସହ ପାର୍ଟି କର ଯାଅ ।

ସବୁ ନାନୀମାନେ କହିଲେ କି ଯାଅ ବେସି ରୋମାଣ୍ଟିକ ହୁଅନି ।

 ତମକୁ ଦେଖିଲେ ସେମାନେ ବି ସମସ୍ତେ ରୋମାଣ୍ଟିକ ହେଇଯିବେ ।  

ଯାଅ ତମେ ପାର୍ଟି କର Okay ଚାଲ, ସନ୍ଧ୍ୟା ଆମେ ରୋଷେଇ କରିବା । 

ଏମିତି କହି ସମସ୍ତେ ନାନୀମାନେ ସନ୍ଧ୍ୟା ସହ ରୋଷେଇ କରିବାକୁ ଚାଲିଗଲେ ।

 ସେପଟେ କୁମାର ତା ସାଙ୍ଗମାନଙ୍କ ସହ ପାର୍ଟି କରିବାର ଲାଗିଗଲେ ।

ସମସ୍ତେ ବିଅର ପିଇବାରେ ଲାଗିଛନ୍ତି, ଏ ସମୟରେ ସନ୍ଧ୍ୟା ଆସି କୁମାର ପାଖରେ ପହଞ୍ଚି ଯାଇଥାଏ ।

To be continued…….


Promo: (Promo: କୁମାର ସମସ୍ତଙ୍କୁ Paneer Khurma କେମିତି କରାଯାଏ ଶିଖାଏ ।, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-88



Follow My Pages:- 

Thanks….