କୁମାର ର ମନ ଯେତିକି ଚଞ୍ଚଳ ଥିଲା ସେତିକି ଅସ୍ଥିର ମଧ୍ୟ ଥିଲା ।
ମନେ ମନେ ଭାବୁଥଏ ସନ୍ଧ୍ୟା କେତେବେଳେ ଆସିବ, ଟିଉସନ ବାହାରେ ଠିଆ ହୋଇଥାଏ କୁମାର ।
ଜଣ ଜଣ କରି ପ୍ରାୟ ପିଲାମାନେ ଆସିଗଲେଣି ହେଲେ ସନ୍ଧ୍ୟା ଆଉ ତାର କେତେକ ସାଙ୍ଗ ଆସିନାହାନ୍ତି ।
କିଛି ସମୟ ଆପେକ୍ଷା କଲାପରେ ସନ୍ଧ୍ୟାକୁ ଦୂରରୁ ଦେଖି କୁମାର ମନ ଟିକେ ଶାନ୍ତ ହେଲା । ସନ୍ଧ୍ୟା ଗାଡି ରଖିବା ଆସିବାପରେ, ସନ୍ଧ୍ୟା କୁମାରକୁ ଦେଖି କାନ୍ଦୁଥାଏ ।
କୁମାର:- ହାଏ ସନ୍ଧ୍ୟା, Good Morning !!
ସନ୍ଧ୍ୟା:- Good Morning !!
ଆସ ଟିଉସନ ଟାଇମ ହେଇଗଲାଣି, Sir ଆସିଗଲେଣି ।
ଟିଉସନ ସରିବା ପରେ କଥା ହବା । ତାପରେ ଟିଉସନ ଭିତରକୁ ଗଲେ, ଟିଉସନରେ କୁମାର ଆଉ ପାଠପଢ଼ାରେ ମନ ନଥିଲା ସେ ଖାଲି ସନ୍ଧ୍ୟାକୁ ହିଁ ଦେଖୁଥାଏ ।
ତାପରେ ଟିଉସନ ସାରିବାପରେ କୁମାରର ସାଙ୍ଗମାନେ ଆଉ ସନ୍ଧ୍ୟାର ସାଙ୍ଗମାନେ ରହିଲେ ।
ସନ୍ଧ୍ୟାକୁ ତା ସାଙ୍ଗମାନେ ସମସ୍ତେ ପଚାରୁଥାନ୍ତି । କଣ ଆଉ କଲେଜ ଯାଉନୁ କି ଟିଉସନ ବି ଆସୁନୁ ।
Call କଲେବି ମୋବାଇଲ Switch off ଆସୁଛି, ହେଲେ ସନ୍ଧ୍ୟା କିଛି କହୁନଥାଏ ।
ଶେଷରେ କୁମାର ସନ୍ଧ୍ୟାକୁ ପଚାରିଲା ….
କୁମାର:- Please ସନ୍ଧ୍ୟା ତମେ କାନ୍ଦିବା ବନ୍ଦ କର, କୁହ କଣ ହେଇଛି ?? ଆଉ ଏମିତି କାନ୍ଦନି ନହେଲେ ମୁଁ ବି କାନ୍ଦିପକେଇବି ।
To be continued…….
Promo: (ସନ୍ଧ୍ୟା:- କୁମାର !! “ମୁଁ ଜାଣିନଥିଲି ମୋ ଜୀବନରେ ଏତେ ଦୁଃଖ ଥିବ ବୋଲି” । ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-92
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+92