Smruti Tume Sradhanjali (A true Story ) Page-99

କୁମାର ଓ ସନ୍ଧ୍ୟା ଯେମିତି ଯିବା ଆସିବା କରୁଥିଲେ ସେମିତି ଲାଗିରହିଲା ହସ ଖୁସିରେ ଦିନ କଟୁଥାଏ, ଏହା ଭିତରେ ଗୋଟେ ମାସ ବିତିଗଲା । 


ୟା ଭିତରେ 2nd year ବି ଆରମ୍ଭ ହେଇଯାଇଥାଏ । ସବୁସାଙ୍ଗ ମାନଙ୍କ Love କୁ ସନ୍ଧ୍ୟା ଆଉ କୁମାର ମିଶେଇ ଦେଇଥାନ୍ତି ଏବଂ ସେମାନଙ୍କର ବାହାଘର କଥା ବି Final କରେଇଦେଇଥାନ୍ତି ।

ଆପଣମାନେ ଭାବୁଥିବେ କି 2nd year ରେ କେମିତି ବାହାଘର କଥା ହେଇପାରିବ । 
କୁମାର ର ସାଙ୍ଗମାନେ Age ରେ ସମସ୍ତେ senior ଖାଲି କୁମାର Junior , ହେଲେ ସମସ୍ତେ କୁମାରକୁ ଭଲପାଆନ୍ତି ଆଉ ସବୁ କଥା Share କରନ୍ତି । 
ଦିନେ ସନ୍ଧ୍ୟା, କୁମାର ଆଉ ସାଙ୍ଗମାନେ ବସିକି କଥା ହେଉଥାନ୍ତି ।
ସନ୍ଧ୍ୟା:- କୁମାର !! ସମସ୍ତଙ୍କର ବାହାଘର ପାଇଁ କଥା ସରିଲା ।
 ହେଲେ କେଶବ ଆଉ ସରିତାଙ୍କର ରହିଲା କେମିତି କରିବା ମୁଁ କିଛି ଭାବି ପାରୁନି ସରିତାଙ୍କ ବାବା ମାନୁନାହାନ୍ତି ।
କୁମାର:- ମୁଁ ବି ତ ସେୟା ଭାବୁଛି । କେମିତି ବି କରିବାକୁ ପଡିବ ଆଚ୍ଛା ସରିତା ତମେ ତମ ବାବାଙ୍କୁ ଆଉ ଥରେ ବୁଝାଅ ଦେଖିବା କଣ ହେଉଛି ।
ସରିତା:- ମୁଁ ବହୁତ ଥର ବୁଝେଇବାକୁ ଚେଷ୍ଟା କରିଛି, ହେଲେ ବାବା ଜମା ବୁଝୁନାହାନ୍ତି । 
ସେ କହୁଛନ୍ତି କେଶବ ଗୋଟେ ଭଲପିଲା ହେଲେ କଣ ହବ ।
 ସେ ତୋତେ ଖୁସିରେ ରଖିପାରିବ ସେ ଭରସା ମୋର ହଉନି ।
 ଯୋଉ ପିଲା ପାଠ ପଢିବାପାଇ ଦୋକାନ ରେ ରଖିକି ପାଠ ପଢୁଛି, ସେ ତୋତେ କେମିତି ଖୁସିରେ ରଖିବ ।
To be continued…….


Promo: ( ସରିତା ର ବାବା କଣ ବୁଝିବେ , ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-98<<>>Page-100





Follow my Blog and find Smruti Tume Sradhanjali Part-99



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+99

Smruti Tume Sradhanjali (A true Story ) Page-98

କୁମାର:- ସେମିତି କୁହନି Please, ମୁଁ ତମକୁ ସେମିତି କେବେବି ଦେଖିପାରିବିନି ।

ସନ୍ଧ୍ୟାକୁ Hug କରି ।
ମୁଁ ତମକୁ ଛାଡି ବଞ୍ଚିପାରିବିନି । 
I Love U….. ସନ୍ଧ୍ୟା….., I Love U…
ସନ୍ଧ୍ୟା:- ମୁଁ ବି ତମକୁ ଛାଡି ବଞ୍ଚିପାରିବିନି, ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବିନି ; Love U କୁମାର । 
ଏମିତି କହି କହି ହଠାତ ସନ୍ଧ୍ୟା Senseless ହେଇଗଲା ।
କୁମାର:- ସନ୍ଧ୍ୟା କଣ ହେଲା, ଆଖି ଖୋଲ ସନ୍ଧ୍ୟା ଅଜା ପାଣି ଟିକେ ଆଣ । ଜଲଦି ଆଣ ଅଜା !!!!
ପାଣି ମାରିବା ର କିଛି ସମୟ ପରେ ସନ୍ଧ୍ୟାର ଆଖି ଖୋଲିଲା ।
 ପୁଣି ସମସ୍ତଙ୍କୁ ଦେଖି କାନ୍ଦିବାରେ ଲାଗିଲା ।
 କୁମାର, ସନ୍ଧ୍ୟାର ଭଲପାଇବ ଦେଖି !!
 ଅଜା :- ଦୁଇ ଜଣଙ୍କୁ କହିଲେ, ତମକୁ କିଏ ଅଲଗା କରିବ ଦେଖିବି । 
ତମେ ଆଗରୁ ଯେମିତି ମିଶିକି ଯିବା ଆସିବା କରୁଥିଲ, ସେମିତି ହିଁ କରିବ, ଦେଖିବା କିଏ କଣ କରୁଛି ?
ଏତିକି କହି ସନ୍ଧ୍ୟାର ଅଜା ବାହାରକୁ ଚାଲିଗଲେ, ସନ୍ଧ୍ୟାର ମା ବି ଘରେ ନଥିଲେ, କୋଉ ଗୋଟେ କାମରେ ବାହାରକୁ ଯାଇଥିଲେ ।
 ସନ୍ଧ୍ୟାକୁ କୁମାର ତା ରୁମକୁ ନେଇଯାଇଥିଲା ।
କୁମାର:- ଶୁଣିଲ ତ !!!  ଅଜା କଣ କହିଲେ, ସବୁ ଠିକ୍ ହେଇଯିବ ।
ସନ୍ଧ୍ୟା:- ହେଲେ କୁମାର ମୋତେ ବହୁତ ଡର ଲାଗୁଛି ।
କୁମାର:- Don’t Worry ମୁଁ ଅଛି ତମ ସାଙ୍ଗରେ, ତମ ଅଜା ବି ସାଙ୍ଗରେ ଅଛନ୍ତି ।
To be continued…….


Promo: ( ସମସ୍ତଙ୍କ ବାହାଘର ଠିକ୍ ହେଇଗଲା କିନ୍ତୁ ସରିତା ଆଉ କେଶବ ର୍ ବାହାଘର ହେବା problem, ପଢିବା Next Page ରେ……  )

                

କୁମାର ଙ୍କ Personal Diary ରୁ……..

Page:

Page-97<<>>Page-99






Follow my Blog and find Smruti Tume Sradhanjali Part-98



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+98