Smruti Tume Sradhanjali (A true Story ) Page-102

କୁମାର:- ନାଇଁ ବାପା ମୋର ତମ ସହ କିଛି କଥା ହବାର ଥିଲା ।

ମୋ ସାଙ୍ଗ କେଶବକୁ ତ ଆପଣ ଜାଣିଥିବେ ।


ସେ ସରିତାକୁ ବହୁତ ଭଲପାଏ ଆଉ ସରିତା ମଧ୍ୟ । 

ହେଲେ ମୁଁ ଭାବୁଛି ଆପଣ ଯଦି ମୋ କଥା ସହ ଏକମତ ହେଇଯାଇଥାନ୍ତେ, ତାହାଲେ କେଶବ ଆଉ ସରିତା ଦୁଇଜଣଙ୍କର ବାହାଘର କରିଦେଇଥାନ୍ତେ ।
 ଏବେ ନୁହଁ 2-3 ବର୍ଷ ପରେ କଲେ ବି ଚଳିବ ।
ସେତେବେଳକୁ ସରିତା କୁମାର ଆଉ ତା ବାପା କଥା ହଉଥିବା ଜାଗାକୁ ଆସିଯାଇଥାଏ । ଆଉ ତାକୁ ଦେଖି ତା ବାପା କଥାଟାକୁ ବଦଳେଇ କହିଲେ ।
ସରିତାର ବାପା:- ତମେ କହିବା କଥା ମୁଁ ବୁଝୁଛି ଯେ ଏବେ ତ ମୁଁ ଟିକେ ଅଲଗା କାମରେ ବ୍ୟସ୍ତ ଅଛି । ଏ ବିଷୟରେ ପରେ ଭାବିକି କହିବି ।
କୁମାର:- ମୁଁ ସରିତାଙ୍କ ଠୁ ଜାଣିବାକୁ ପାଇଛି କି ଯେ, ତମେ କହୁଥିଲ ଯେ କେଶବ ପାଖରେ କିଛି ନାଇ ସେ କୋଉଠି ଚାକିରୀ କିମ୍ବା  କୋଉଠି ବି କାମ କରୁନି ତା ସହ ସରିତା କୁ କେମିତି ବାହାଘର କରେଇବେ ।
 ମୋ କଥା ଅନୁସାରେ କେଶବ ସିନା ଏବେ କିଛି କରୁନି ହେଲେ ସେ ବହୁତ ଜଲଦି କିଛି ନା କିଛି କାମ କରିନଵ । ଆଉ ତମେ ଦେଖିବ ସେ ଦିନ ଗୋଟେ ବଡ଼ ମଣିଷ ହୋଇ  ଆପଣଙ୍କ ଆଗରେ ଠିଆ ହେବ ।
ସରିତାର ବାପା :- ଠିକ ଅଛି ତାହାଲେ ମୁଁ ତମକୁ ଭାବିକି କହିବି ।
To be continued…….


Promo: ( ସରିତାକୁ ସରିତାର ବାପା କେଶବକୁ ଭୁଲିଯିବାକୁ କହୁଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-101<<>>Page-103






Follow my Blog and find Smruti Tume Sradhanjali Part-102



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+102

Smruti Tume Sradhanjali (A true Story ) Page-101

ଦାଦା:- ହେଲେ ଏସବୁ କେମିତି ହବ ।


ସମୀର:- ତମେ ଖାଲି ମୋ କଥା ଶୁଣ !! ତମକୁ ପୁଣି ଥରେ ସନ୍ଧ୍ୟା, ତା ବୋଉ ଆଉ ସମସ୍ତଙ୍କ ଆଗରେ ଅଭିନୟ କରିବାକୁ ପଡିବ । 

ତମେ ଟଙ୍କା ଲୋଭରେ ଏମିତି ସବୁ କରିଛ ବୋଲି କହିବ ଆଉ କ୍ଷମା ମାଗିବ । 
ତାପରେ ସେମାନେ ପ୍ରଥମେ ତ ରାଗିଯିବେ ପରେ ତମେ କ୍ଷମା ମାଗିବା କଥାକୁ ନେଇ ସେମାନେ ବି କ୍ଷମା କରିଦେବେ । 
ହେଲେ ମନେରଖ ତମେ ଅଭିନୟ କରୁଛ ବୋଲି ସେମାନେ ଯେମିତି ନ ଜାଣନ୍ତି ।
 ସେମାନେ ନିଜର ହେଲା ପରେ ସନ୍ଧ୍ୟାର ଖବର ମୋତେ Time to Time ଦବ ।
ଦାଦା:- ଠିକ ଅଛି ତାହାଲେ ତୁ ଯେମିତି କହିବୁ ସେମିତି ହବ ମୁଁ ସୁବିଧା ଦେଖି ଯିବି ।
ସେପଟେ କୁମାର ସରିତା ଘରକୁ ଯାଇଥାଏ, ତା ବାବା ସହ କଥା ହବାକୁ । 
ସରିତାର ବାବା ଯେତିକି ସାନ୍ତ ସେତିକି ରାଗି ମଧ୍ୟ, ସେ ଥରେ ଯୋଉ କଥା ବୁଝନ୍ତି ବାସ ସେଟା ହିଁ ଫାଇନାଲ । 
କୁମାର ଯାଇକି ପହଞ୍ଚି ଥାଏ ସରିତା ଘରେ । ସରିତାର ବାବା ଦେଖି କୁମାରକୁ ପଚାରିଲେ –
ସରିତାର ବାବା:- କିଏ ତମେ ବାବୁ ।
କୁମାର:- ବାପା ନମସ୍କାର !! ମୋ ନାମ କୁମାର, ମୁଁ ସରିତାର କଲେଜ ସାଙ୍ଗ ।
ସରିତାର ବାବା:- ଆଛା !! ତାହାଲେ ସରିତାର ସାଙ୍ଗ । ସରିତା ପାଖରେ କଣ କାମ ଥିଲା କି ।
To be continued…….


Promo: ( କୁମାର ସରିତାର ବାପାଙ୍କ ସାଙ୍ଗରେ ସରିତାର ବାହାଘର ବିଷୟରେ କଥା ହେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-100<<>>Page-102






Follow my Blog and find Smruti Tume Sradhanjali Part-101



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+101