କୁମାର ର ବାବା,ମା ହୋଟେଲ ଯିବାକୁ ବାହାରିଲେ ।
କୁମାର:- ଆଚ୍ଛା !! ମା ! ତମେ ହୋଟେଲ ଯିବନା ।
ଆମେ ସମସ୍ତେ ବି ହୋଟେଲ ଯିବୁ ।
ମୁଁ ଏଠିକି ଆସିବା ପରଠୁ କେଶବକୁ ଦେଖିନି ତାକୁ ଦେଖିବାକୁ ଭାରି ଇଛା ହେଲାଣି ।
ମା:- ତୁ କେଶବ କଥା କହୁଛୁ, ସେ ତ ଗୋଟେ ହୀରା ଟେ ।
ସେ ଜେବେ ଠୁ ଆସିଛି ଆମର ଭଲ ହିଁ ହେଇଛି ।
ତୁ ଜାଣିଛୁ? ଏବେ ଆମର ଦୁଇଟା ହୋଟେଲ ହେଇଯାଇଛି । ଗୋଟେ ହୋଟେଲରେ ସାଗର ଏକୁଟି ସମ୍ଭାଳୁଛି ଆର ହୋଟେଲରେ କେଶବ ଆଉ ତୋ ବାବା , ମୁଁ ମିଶିକି ରହୁଛୁ । କେଶବର କାମ ଦେଖି ଆମ ହୋଟେଲକୁ ଦେଖି ଆମ ହୋଟେଲକୁ ଏବେ ବହୁତ ଲୋକ ଆସୁଛନ୍ତି ।
ବାବା:- ଏ ଗାଡ଼ିରେ ସମସ୍ତଙ୍କୁ ଜାଗା ହବନି ତମେ ସମସ୍ତେ ସାଗର ଗାଡ଼ିରେ ଆସ !
ଆମେ ସାଗରର ହୋଟେଲ ଯିବୁ ତାପରେ କେଶବର ହୋଟେଲକୁ ଯିବୁ ।
କୁମାର:- ଠିକ ଅଛି ତାହାଲେ ତମେମାନେ ଯାଅ, ଆମେ ଭାଇର ଗାଡ଼ିରେ ଯିବୁ ।
Promo: (ବାବା, ମା କୁମାର କୁ ଶାନ୍ତନୁ ବୋଲି କାହିଁକି ଡାକନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-127
Thanks….
Smruti_tume_sradhanjali_in_odia_by_kumars_diary_part_127
Smruti+tume+sradhanjali+in+odia+by+kumars+diary+part+127
Like this:
Like Loading...
ସନ୍ଧ୍ୟା:- ସେ କଥା ତ ବହୁତ ଦିନ ପରେ ହବ ନା ଏବେଠୁ କାହିଁକି ଆଲୋଚନା କରୁଛ । ମୋତେ ବହୁତ ଲାଜ ଲାଗୁଛି ।
ଭାଉଜ:- ମୋତେ ଲାଜ କରିବା କିଛି ଦରକାର ନାହିଁ ।
ହଉ ଛାଡ଼ ସେ କଥା ! ତମ ଘରେ ସମସ୍ତେ ଭଲଅଛନ୍ତି ତ ।
ସନ୍ଧ୍ୟା:- ହଁ ଘରେ ସମସ୍ତେ ଭଲ ଅଛନ୍ତି ।
ଭାଉଜ ତମେ ଟିକେ ବସିଥାଅ ମୋତେ ବହୁତ ବିରକ୍ତ ଲାଗିଲାଣି ।
ମୁଁ ଫ୍ରେସ ହେଇକି ଆସୁଛି ।
ଫ୍ରେସ ହେଇକି ଆସିଲେ ବହୁତ କଥା ହବା ।
ମୁଁ ଏଇ ଗଲି ଆଉ ଆସିଲି ।
ତାପରେ ସନ୍ଧ୍ୟା ଫ୍ରେସ ହବାକୁ ଚାଲିଗଲା, ସେପଟେ ବାବା ଆଉ ମା ଠାକୁର ପୂଜା ସାରି ଡାଇନଙ୍ଗ ଟେବୁଲକୁ ଆସିଯାଇଥାନ୍ତି ।
ଆପେକ୍ଷା କରିଥାନ୍ତି ଶାନ୍ତନୁ କୁ ।
ବାବା:- ଆରେ ଶାନ୍ତନୁ ଜଲଦି ଆସ Breakfast କରିବୁ ।
କୁମାର ଆସିଯାଇଥାଏ ।
କୁମାର:- ମୁଁ ଆସିଗଲି ରୁହ ମୁଁ ମୋ ସାଙ୍ଗମାନଙ୍କୁ ଡାକି ଆଣୁଛି ।
ମା:- ତୋ ସାଙ୍ଗମାନେ ଆସିଛନ୍ତି !! ଏ କଥା ତ ଏବେ ଯାଏ କହିନୁ ।
କୁମାର:- Sorry !! ବେଶି ଖୁସି ହେଇକି ଭୁଲିଯାଇଛି ରହ ମୁଁ ଡାକୁଛି ହେଲା ।
ସେ ସମସ୍ତଙ୍କୁ ଡାକିଆଣିଲା ଜଣ ଜଣ କରି ସମସ୍ତଙ୍କୁ ପରିଚୟ କରେଇଲା । ତାପରେ ସମସ୍ତେ Breakfast କରିସାରିଲେ ।
Promo: (ମା କେଶବ ର ପ୍ରଶଂସା କରି କୁମାର କୁ କହୁଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-126
Thanks….
Smruti_tume_sradhanjali_in_odia_by_kumars_diary_part_126
Smruti+tume+sradhanjali+in+odia+by+kumars+diary+part+126
Like this:
Like Loading...
New World with Story, Poem, Article & Experience.