Smruti Tume Sradhanjali (A true Story ) Page-108

ଆକାଶ:- ଏତେ କଣ ଇମୋସନାଲ ହେଇଯାଉଛୁ ରେ, ଏତେ ବଡ଼ ଖୁସିର ଖବର ହେବାକୁ ଯାଉଛି ଖୁସିହେବା କଥାନା ?

ତାପରେ ଏମିତି କେତେଦିନ ପରେ କେଶବ ବାହାରିଲା ଭୁବନେଶ୍ୱର ଯିବାକୁ ସବୁସାଙ୍ଗ ବସଷ୍ଟାଣ୍ଡ ଆସିଥିଲେ ଛାଡିବାକୁ, କୁମାର କେଶବକୁ କହିଲା କି ତୁ ଯେତେବେଳେ ଭୁବନେଶ୍ୱର ରେ ପହଞ୍ଚିବୁ ମୋ ଭାଇକୁ ଫୋନ କରିବୁ, ସେ ଆସିକି ତତେ ନେଇଯିବ ।
 ଆଉ ତୁ ଯେତେବେଳେ ସେ ହୋଟେଲରେ ପହଞ୍ଚିବୁ, ହୋଟେଲ ମାଲିକକୁ କହିବୁ କି ମୁଁ ଶାନ୍ତନୁର ସାଙ୍ଗ, ତାପରେ ଦେଖିବୁ ସେ କେମିତି ତୋ ସାଙ୍ଗରେ କ୍ଲୋଜ ହେଇଯିବ ।

କେଶବ:- ହେଲେ ଶାନ୍ତନୁ କିଏ ??

କୁମାର:- ତୁ ଏବେ ଜାଣିବା ଦରକାର ନାହିଁ । ତୁ ପ୍ରଥମେ ସେଠି କି ଯା ତାପରେ ଜାଣିବୁ । ବସ୍ ଛାଡିବା ପରେ ଯିଏ ଯା ଘରକୁ ଗଲେ ।
 କଲେଜ ତ ଛୁଟି ହେଇଯାଇଥାଏ, ଆଉ କିଏ କାହାକୁ ଭେଟ ହେଇପାରନ୍ତି ନାହିଁ । ଖାଲି ଯାହା ଫୋନ୍ ରେ କଥା ବାର୍ତ୍ତା ହବା କଥା ।
ଏପଟେ ସମୀର ଆଉ ସନ୍ଧ୍ୟାର ଦାଦା ପ୍ଲାନ କରୁଥାନ୍ତି । 
କୁମାରକୁ କେମିତି ରାସ୍ତାରୁ ହଟେଇବେ ।

(ଦାଦା ଆଉ ସମୀର ର୍ କଥା ବାର୍ତା)

ସମୀର:- କଣ କିଛି ସୁବିଧା କଲ କି ନାହିଁ ??

ଦାଦା:- ମୁଁ ବହୁତ ଚେଷ୍ଟା କଲାପରେ ବି ସଫଳ ହେଇପାରିଲିନି । ସନ୍ଧ୍ୟାର ଅଜା ମୋତେ କଥା କହିବାକୁ ବି ସୁଯୋଗ ଦେଲେନି । ଏମିତିରେ ମୁଁ କଣ କରିପାରିବି ।


To be continued…….


Promo: ( ହୋଟେଲ ମାଲିକ କେଶବ ଉପରେ ବହୁତ ଖୁସି ଅଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-107<<>>Page-109






Follow my Blog and find Smruti Tume Sradhanjali Part-108



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+108

Facebook Comments

Put your Valuable feedback