Smruti Tume Sradhanjali (A true Story ) Page-115




କୁମାର:- କଣ ହବ ??  ସେ କଥା ଏବେ ଠୁ ତୁମେ ଚିନ୍ତା କରନି !!  ବେଶି ହେଲେ ତା ବାପା ମୋତେ ମାରିବେ,  ୟା ମୋତେ ଜେଲ ପଠେଇ ଦେବେ, 
ମୁଁ ମାନୁଛି , ମୁଁ ଭୁଲ କରିବାକୁ ଯାଉଛି,  

ହେଲେ ତା ବାପା କଣ କରିବାକୁ ଚାହୁଁଛନ୍ତି । 

ସେ ଦୁଇଜଣ ଖୁସିକୁ ମାରିଦେଇ ତାଙ୍କର ଅନିଚ୍ଛା ସତ୍ୱେ ଅଲଗା ଜାଗାରେ ବାହାଘର କରିବେ,

 ସେଇଟା ଯଦି ତାଙ୍କର ଭୁଲ ନୁହଁ ତାହାଲେ ସେ ଦୁଇଜଣଙ୍କୁ ମିଶେଇକି ମୁଁ ବି କିଛି ଭୁଲ କରୁନି ।

 ହଉ ଛାଡ଼ ସେ କଥା ତମେ ଜାଣିଛ ମୁଁ ଖାଲି ସେମାନଙ୍କ ପାଇଁ ଭୁବନେଶ୍ୱର ଯାଉନି ମୋର ଆଉରି ଗୋଟେ ବଡ଼ କାମ ବାକି ରହିଯାଇଛି । 

ତାକୁ  ପୁରଣ କରିବାକୁ ଯାଉଛି ।

ସନ୍ଧ୍ୟା:-ମୋତେ ବି ସେ କଥା କୁହନା Please ।

କୁମାର:- ଆରେ ବାୟାଣୀ ସେଇଟା ହଉଛି ତମେ ।

ସନ୍ଧ୍ୟା:- ମାନେ ??

କୁମାର:- ମାନେ, ଟା ଏଇୟା ଯେ, ତମ ପାଇଁ କିଛି ସ୍ପେଶାଲ ଅଛି,

 ତମେ ସେଠିକି ଗଲେ ଜାଣିପାରିବ ।

ହଉ ତମେ ଏବେ ଯାଅ, ଟାଇମ ବହୁତ ହେଲାଣି ।

ସନ୍ଧ୍ୟା:- ହଉ ମୁଁ ଏବେ ଆସୁଛି ।

To be continued…….


Promo: ( ସମୀର କୁମାର ର ପ୍ଲାନ ବିଷୟରେ ଜାଣି, ସରିତା ର ବାପା କୁ ସବୁ କଥା କହୁଛି, ପଢିବା Next Page ରେ )

                

କୁମାର ଙ୍କ Personal Diary ରୁ……..

Page:

 Page-114  <<>> Page-116





Follow my Blog and find Smruti Tume Sradhanjali Part-115



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_115

Smruti+tume+sradhanjali+in+odia+by+kumars+diary+part+115

Facebook Comments

One thought on “Smruti Tume Sradhanjali (A true Story ) Page-115”

Put your Valuable feedback