ସନ୍ଧ୍ୟା:- Hello !! କୁମାର । (କାନ୍ଦି କାନ୍ଦି କହୁଥାଏ)
କୁମାର:- ହଁ ସନ୍ଧ୍ୟା କୁହ !!! ତମେ ଏତେ ଦିନଯାଏ କୁଆଡେ ପଳେଇଯାଇଥିଲ ।
କୁମାର ଆଖିରେ ଲୁହ ଆସିଯାଇଥାଏ ।
ସନ୍ଧ୍ୟା:- ତମକୁ କିଛି କହିବାର ଥିଲା ।
କୁମାର:- ସନ୍ଧ୍ୟା ତମେ କାନ୍ଦୁଛ କଣ ପାଇଁ ??? କଣ ହେଇଛି ତ କୁହ ??? ସବୁ ଠିକ୍ ଠାକ୍ ଅଛି ତ??
Please ସନ୍ଧ୍ୟା ମତେ ଏତେ ଅଧଯ୍ୟ କରାଓନି, କୁହ କାନ୍ଦୁଛ କଣ ପାଇଁ ???
ସନ୍ଧ୍ୟା:- କାଲି ମୁଁ ଟିଉସନ ଯାଉଛି ଗଲେ ସେଠି ସବୁ କଥା କହିବି । OK ଯାଅ ଶୋଇବ ରାତି ବେଶି ହେଲାଣି ।
କୁମାର:- OK Take Care, Good Night ବାୟାଣୀ
। Miss U.
ତାପରେ Call କଟିଯାଇଥିଲା, କୁମାର tension ରେ ରାତିସାରା ଶୋଇନଥାଏ ।
କେମିତି ସକାଳ ହବ ଆଉ ସନ୍ଧ୍ୟାକୁ ଯାଇ ଦେଖା କରିବ ଖାଲି ଭାବୁଥାଏ ।
ତାପରେ ରାତି ଯେମିତି ପାଇଛି ଜଲଦି ଉଠି ଗାଧେଇ ଟିଉସନ ଯିବାକୁ ବାହାରୁଥାଏ ।
କୁମାର ର ବୋଉ:- ଆଜି କଣ ଏତେ ଜଲଦି ବାହାରିଲୁଣି??
କୁମାର:- ହଁ ଆଜି ଟିଉସନରେ ପରୀକ୍ଷା ଅଛି, ଜଲଦି ଯିବାକୁ ପଡିବ । ଟାଇମ ହେଲାଣି ମୁଁ ଯାଉଛି ।
କୁମାର ର ବୋଉ:- ନ ଖାଇକି କଣ ପଳାଉଛୁ, ଏ ଶୁଣ ବାବୁ… ବାବୁ… ଶୁଣ…
କୁମାର କାହା କଥା ବି ନ ଶୁଣି ସାଇକେଲ ବାହାର କରି ଚାଲିଲା ଟିଉସନ । କିଛି ସମୟ ପରେ ଟିଉସନ ରେ ପହଞ୍ଚିଲା । କେହିବି ଆସିନଥିଲେ ।
To be continued…….
Promo: (ଟିଉସନ ରେ ସବୁ ସାଙ୍ଗ ସନ୍ଧ୍ୟା କୁ ,ତାର ସମସ୍ୟା ବିଷୟରେ ପଚାରିଲେ । , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-91
Follow My Pages:-
Thanks….
Facebook Comments