Smruti Tume Sradhanjali (A true Story ) Page-97

ସନ୍ଧ୍ୟା:- ମୁଁ କିଛି ଶୁଣିବାକୁ ଚାହୁଁନି, ଯେତେ ବର୍ଷ ଲାଗୁଛି ଲାଗୁ ମୁଁ ତମକୁ ହିଁ ବାହାହେବି ଆଉ କାହାକୁ ବି ନୁହଁ ।


କୁମାର:- ତମେ ବୁଝିବାକୁ ଚେଷ୍ଟାକର, ତମେ ମୋ ସାଙ୍ଗରେ ରହିଲେ ସେମାନେ ତୁମକୁ ମାରିଦେବେ । 

ତମେ ଗଲାପରେ ମୁଁ କାହା ସହିତ ରହିବି, ମୋ କଥା ମାନି ଯାଅ ସମୀରକୁ ହିଁ ବାହାହେଇ ଯାଅ ।
କୁମାର ଆଉ ସନ୍ଧ୍ୟା ଦୁହେଁ ବହୁତ କାନ୍ଦୁଥାନ୍ତି, ଏପଟେ ସାଙ୍ଗମାନେ ବି ଏକଥା ଶୁଣି ବହୁତ ମନଖରାପ କରିଥିଲେ ।
କୁମାର ସନ୍ଧ୍ୟା ସହ କଥାବାର୍ତ୍ତା ଏଭଳିକି ଦେଖା କରିବା କମ କରିଦେଲା ସନ୍ଧ୍ୟା ପୁରା ପାଗଳି ଭଳି ହେବାକୁ ଲାଗିଥାଏ । 
କିଛି ଦିନ ପରେ….
ଏତେ ସବୁପରେ ସନ୍ଧ୍ୟାର ଅଜା କୁମାରକୁ ଘରକୁ ଡାକି ସବୁକଥା ବୁଝେଇଥିଲେ, ଆଉ ସାହସ ମଧ୍ୟ ଦେଇଥିଲେ । 
ସନ୍ଧ୍ୟାକୁ ଦେଖିଲାପରେ କୁମାର କାନ୍ଦିପକାଇଥାଏ ।
କୁମାର:- କଣ ଏ ସବୁ, ତମ ଦେହର ଯତ୍ନ ଠିକ ସେ କଣ ପାଇଁ ନଉନ ?? ଦେଖିଲଣି ତମ ଦେହର ଅବସ୍ଥା କଣ ହେଲାଣି । ମୁଁ କିଛି କହୁଛି ପରା, କଣ କିଛି କହୁନ !!!
ସନ୍ଧ୍ୟା:- କଣ କହିବି !! ତମେ କିଏ ??  ତମ କଥା କାହିଁକି ଶୁଣିବି !!!
ରାଗରେ ଅଭିମାନ କରି କହୁଥାଏ ।
କଣ ପାଇଁ ଆସିଛ, ମୁଁ ମରିଛି ନା ବଞ୍ଚିଛି, ଦେଖିବାକୁ ଆସିଛ ??
ଏମିତି କହି କହି କାନ୍ଦିପକାଇଥାଏ ସନ୍ଧ୍ୟା ଆଉ ତା ସାଙ୍ଗେ କୁମାର ଭି କାନ୍ଦି ପକାଏ ।
To be continued…….


Promo: ( ସନ୍ଧ୍ୟା କୁମାର କୁ ଜାବୁଡି ଧରି ହଠାତ୍ ଆଖି ବନ୍ଦ କରିଦିଏ । ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-96<<>>Page-98






Follow my Blog and find Smruti Tume Sradhanjali Part-97



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+97

Facebook Comments

Put your Valuable feedback