Smruti Tume Sradhanjali (A true Story ) Page-101

ଦାଦା:- ହେଲେ ଏସବୁ କେମିତି ହବ ।


ସମୀର:- ତମେ ଖାଲି ମୋ କଥା ଶୁଣ !! ତମକୁ ପୁଣି ଥରେ ସନ୍ଧ୍ୟା, ତା ବୋଉ ଆଉ ସମସ୍ତଙ୍କ ଆଗରେ ଅଭିନୟ କରିବାକୁ ପଡିବ । 

ତମେ ଟଙ୍କା ଲୋଭରେ ଏମିତି ସବୁ କରିଛ ବୋଲି କହିବ ଆଉ କ୍ଷମା ମାଗିବ । 
ତାପରେ ସେମାନେ ପ୍ରଥମେ ତ ରାଗିଯିବେ ପରେ ତମେ କ୍ଷମା ମାଗିବା କଥାକୁ ନେଇ ସେମାନେ ବି କ୍ଷମା କରିଦେବେ । 
ହେଲେ ମନେରଖ ତମେ ଅଭିନୟ କରୁଛ ବୋଲି ସେମାନେ ଯେମିତି ନ ଜାଣନ୍ତି ।
 ସେମାନେ ନିଜର ହେଲା ପରେ ସନ୍ଧ୍ୟାର ଖବର ମୋତେ Time to Time ଦବ ।
ଦାଦା:- ଠିକ ଅଛି ତାହାଲେ ତୁ ଯେମିତି କହିବୁ ସେମିତି ହବ ମୁଁ ସୁବିଧା ଦେଖି ଯିବି ।
ସେପଟେ କୁମାର ସରିତା ଘରକୁ ଯାଇଥାଏ, ତା ବାବା ସହ କଥା ହବାକୁ । 
ସରିତାର ବାବା ଯେତିକି ସାନ୍ତ ସେତିକି ରାଗି ମଧ୍ୟ, ସେ ଥରେ ଯୋଉ କଥା ବୁଝନ୍ତି ବାସ ସେଟା ହିଁ ଫାଇନାଲ । 
କୁମାର ଯାଇକି ପହଞ୍ଚି ଥାଏ ସରିତା ଘରେ । ସରିତାର ବାବା ଦେଖି କୁମାରକୁ ପଚାରିଲେ –
ସରିତାର ବାବା:- କିଏ ତମେ ବାବୁ ।
କୁମାର:- ବାପା ନମସ୍କାର !! ମୋ ନାମ କୁମାର, ମୁଁ ସରିତାର କଲେଜ ସାଙ୍ଗ ।
ସରିତାର ବାବା:- ଆଛା !! ତାହାଲେ ସରିତାର ସାଙ୍ଗ । ସରିତା ପାଖରେ କଣ କାମ ଥିଲା କି ।
To be continued…….


Promo: ( କୁମାର ସରିତାର ବାପାଙ୍କ ସାଙ୍ଗରେ ସରିତାର ବାହାଘର ବିଷୟରେ କଥା ହେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-100<<>>Page-102






Follow my Blog and find Smruti Tume Sradhanjali Part-101



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+101

Put your Valuable feedback