କେଶବ:- କଣ କାମ କରିବାକୁ ପଡିବ ??
କୁମାର:- ଭୁବନେଶ୍ୱରର ବଡ଼ ବଡ଼ ରେଷ୍ଟୁରାଣ୍ଟ ମଧ୍ୟରୁ ସ୍ୱାଗତିକ ଫେମିଲି ରେଷ୍ଟୁରାଣ୍ଟ ଅଲଗା ସେଠି ମୋ ସମ୍ପର୍କୀୟ ଭାଇ କ୍ୟାସ୍ କାଉଣ୍ଟରରେ ବସୁଛି । ତୁ ସେଠି waiter କାମ କରିବୁ, ଏବେ ତ କଲେଜ ଛୁଟି ରହିବ ତୁ ସେଠି କାମ କରି କିଛି ଟଙ୍କା ବି ହେଇଯାଇଥିବ ତାପରେ ସୁବିଧା ଦେଖି ସରିତାକୁ ନେଇଯିବୁ ।
ସରିତା:- ହଁ କେଶବ ତମେ ସେୟା ହିଁ କର ।
କୁମାର:- ତାହାଲେ ରେଡି ହେଇଯା, କେଶବ ଜୀବନ ଯୁଦ୍ଧରେ ଲଢ଼ିବା ପାଇଁ !!
ତାପରେ ସବୁ ସାଙ୍ଗମାନେ ଏକାଠି ମିଶିଯାଇଥିଲେ ଆଉ କହିଲେ କେଶବ ଡରେନା, ଆମେ ତୋ ସାଙ୍ଗରେ ଅଛୁ । କୁମାର ଏଇନେ ଆମେ ସମସ୍ତେ ମିଶିକି ହଜାରେ ଟଙ୍କା Collection କରିଛୁ, ତୁ କେଶବକୁ ତୋ ନିଜ ହାତରେ ଦେ ।
କାରଣ ଏ ଶୁଭ କାଯ୍ୟ ତୋ ହାତରେ ହିଁ ହେବା ଦରକାର ।
କୁମାର:-ଆରେ ମୋ ହାତରେ ନୁହଁ, ଆମ ସମସ୍ତଙ୍କ ହାତରେ ହବ ସମସ୍ତେ ଏଠିକି ଆସ ଆଉ ହାତ ବଢାଅ, ସମସ୍ତେ ହାତ ବଢ଼େଇ ସେଇ ହଜାର ଟଙ୍କା କେଶବକୁ ଦେଲେ ।
କେଶବ:- ମୁଁ ତମ ମାନଙ୍କ ଋଣ ସୁଝି ପାରିବିନିରେ, ମୋ ପାଇଁ ତମମାନେ କେତେ କଣ କରୁଛ, ମୁଁ ତମ ପାଖରେ ସବୁଦିନ ପାଇଁ ଋଣି ।
ସବୁ ସାଙ୍ଗମାନେ କହିଲେ ଆବେ ଋଣି କଣ ଏଇଟା ଖାଲି ତୋ କାମ ନୁହଁ ଆମ ସମସ୍ତଙ୍କ ଆମ ଭିତରୁ ଜଣେ ଯଦି ଅସୁବିଧାରେ ଅଛି ତ?? ଆମେ କେମିତି ରହିବୁ ।

To be continued…….
Promo: ( ସମୀର ତା କାମରେ ଅସଫଳ ହେଇଗଲା, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-107
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+107