ଏସବୁ ଭଲପାଇବା ଦେଖି କେଶବ କୁମାର କୁ ଫୋନ କରି ପଚାରୁଥାଏ ।
(ଆରେ କୁମାର ଶାନ୍ତନୁ କିଏ?)
କୁମାର:- ତୋତେ ଏତେ ସବୁ ଜାଣିବା ଦରକାର ନାହିଁ । ତୁ ଖାଲି ତାଙ୍କୁ କହ ଖୁବଶୀଘ୍ର ଶାନ୍ତନୁ ତାଙ୍କ ପାଖକୁ ଯାଉଛି, ତୁ କାମ କର ମୁଁ ୨ମାସ ପରେ ଯାଉଛି ହେଲା ।
ଏହା ପରେ ୨ମାସ ବିତିଯାଇଥାଏ….
କେଶବ ସେପଟେ ବହୁତ କାମ କରିବାପରେ ଟଙ୍କା ମଧ୍ୟ ଜମା କରିସାରିଥାଏ, ଏପଟେ ସେ ସରିତାକୁ କେମିତି ତା ପାଖକୁ ନେଇକି ଯିବ ସେ ଚିନ୍ତାରେ ରହୁଥାଏ ।
ସରିତା ସହ କଥା ବି ହେଇପାରୁନଥାଏ,
କୁମାରର ମୋବାଇଲ ରେ କେତେବେଳେ କେମିତି ଟିକେ କଥା ହେଉଥାଏ ।
ଏମିତି ଗୋଟେ ଦିନ ସମସ୍ତେ ସାଙ୍ଗମାନେ ମିଶିକି ପ୍ଲାନ କରୁଥାନ୍ତି କେମିତି ସରିତାକୁ କେଶବ ପାଖକୁ ନେବେ ।
ତା ବାପା, ତାକୁ ଯମ ଭଳି ଜଗିକି ବସୁଛନ୍ତି ।
କୁମାର:- ମୁଁ ଗୋଟେ ପ୍ଲାନ କରିଛି କହିବି କେମିତି ସରିତାକୁ ନେବା !! ତା ବାପା ତ ତାକୁ ଏମିତିରେ ଛାଡିବେନି ତାଙ୍କୁ କହିବା କି ଖରାଦିନ ଛୁଟି ଅଛି । ସମସ୍ତେ ବାହାରକୁ ବୁଲିବାକୁ ଯିବା କହିଲେ ହୁଏତ ଛାଡିପାରନ୍ତି ।
ସନ୍ଧ୍ୟା:- କେଶବ କହିଥିଲେ କି ସରିତାକୁ ତମେ ନେଇକି ଯିବ ବୋଲି ।
କୁମାର:-ସେ କଣ କହିପାରିବ ତା ମନ କଥା ବୁଝିବା ଦରକାର । ହେଲେ ତା ବାପାକୁ କିଏ କହିବ ମୁଁ ତ ଗଲେ ତା ବାପା ଛାଡିବେନି ।
ସନ୍ଧ୍ୟା:- ମୁଁ ଯିବି କହିବାକୁ ମତେ ଏ ସୁଯୋଗ ଟା ଦିଅ ।
କୁମାର:- ଠିକ ଅଛି !! ତାହାଲେ ତମେ ଯିବ ।

To be continued…….
Promo: ( ସନ୍ଧ୍ୟା, ସରିତା ର ବାପା ସାଙ୍ଗରେ କଥା ହେବାକୁ ଯାଇଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-110
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+110
Facebook Comments