Smruti Tume Sradhanjali (A true Story ) Page-123


ମା:- ହଁ ମୁଁ ତ ଦେଖୁଛି ଶାନ୍ତନୁ ।

 ମୋ ଶାନ୍ତନୁ ତୁ ଏତେ ଦିନ ଯାଏ କୋଉଠି ଥିଲୁରେ ?? ମୋ କଥା ତୋ ବାବା କଥା ଏତେ ଦିନରେ ମନେ ପଡ଼ିଲା ।

କୁମାର:- ବହୁତ ଚେଷ୍ଟା କରିଛି ଆସିବା ପାଇଁ ହେଲେ ସେଠି ତ ପୁଣି ମୋର ଆଉ ଗୋଟେ ମା ବାପା ଅଛନ୍ତି । 

ମୁଁ ତାଙ୍କର ଗୋଟେ ବୋଲି ପୁଅ ନା ସେଥିପାଇଁ ମୋତେ କୁଆଡେ ଛାଡୁନାହାନ୍ତି । 

ତାପରେ ମୁଁ ଏବେ କଲେଜରେ ପଢୁଛି ପରା କେମିତି ଆସିବି କୁହ ତମେ କହିଲ ବାବା କେମିତି ଆସିବି

ବାବା:- ତୁ ଜାଣିଛୁ ଶାନ୍ତନୁ, ତୁ ଜେବେଠୁ ଯାଇଛୁ ତୋ ମା ଖାଲି ତୁ କେବେ ଆସିବୁ ପଚାରି ପଚାରି ମୋତେ ଅଧା ଖାଇସାରିଲାଣି ।

ମା:- ତୁ ମୋ ପାଖକୁ ଆସିଲୁ ମୁଁ ତୋତେ ଆଖି ପୁରେଇକି ଦେଖେ ।

 ତୁ କଣ ଏତେ ଝଡିଯାଇଛୁ ଖାଉଛୁ ନା ନାଇ ?

ବାବା ମା କୁମାରକୁ ବହୁତ ଭଲପାଆନ୍ତି, କୁମାର ବି ବହୁତ ଖୁସି ହେଇଯାଇଥାଏ, ସେମାନଙ୍କୁ ପାଖରେ ପାଇଁ ତାପରେ ବାବା ଆଉ ମା ଗାଧେଇବାକୁ ଗଲେ । 

ଏପଟେ ସବୁସାଙ୍ଗମାନଙ୍କୁ କୁମାର ଉଠେଇଦେଇଥାଏ,
 ସମସ୍ତେ ଗାଧୁଆ ପାଧୁଆ କଲେ ।

 ହେଲେ ସରିତା ଆଉ ସନ୍ଧ୍ୟା ଶୋଇଥାନ୍ତି, ବାକି ସବୁ ନାନୀମାନେ
 ଗାଧେଇସାରିଲେଣି ।

 କୁମାର ଯାଇ ସରିତାକୁ ଉଠେଇ ଗାଧେଇବାକୁ ପଠେଇଦେଇଥିଲା । ସନ୍ଧ୍ୟାକୁ ଉଠେଇଲେ, ବି ଉଠୁନଥିଲା ।

To be continued…….



Promo: (  କୁମାର ସନ୍ଧ୍ୟା ସାଙ୍ଗରେ ଦୁଷ୍ଟାମୀ କରେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:


Page-122 <<>>Page-124




Follow my Blog and find Smruti Tume Sradhanjali Part-123



Follow My Pages:- 

Thanks…

Smruti+tume+sradhanjali+in+odia+by+kumars+diary+part+123
Smruti_tume_sradhanjali_in_odia_by_kumars_diary_part_123

Leave a Reply

Your email address will not be published. Required fields are marked *