କୁମାର:- ଏଇ ବାୟାଣୀ ଉଠ ସକାଳ ହେଲାଣି ପରା । ଆଉ କେତେ ଶୋଇବ ଯେ ।
ସନ୍ଧ୍ୟା:- ଆଉ ଟିକେ ଶୋଇବାକୁ ଦିଅ ଏତେ ଜଲଦି ଉଠିକି କଣ କରିବି ଯେ ।
ତମେ ପରା ରାତିସାରା ଶୁଆଇ ଦେଇନ । ସେ ନିଦ ବାଉଳା ହୋଇ କହୁଥାଏ ।
କୁମାର:- ସତେ ନା କଣ ?? ମୁଁ ତମକୁ ରାତିସାରା ଗେଲ କରିଥିବି ନୁହଁ କି ??
ୟା ଭିତରେ କୁମାର, ସନ୍ଧ୍ୟା ସୋଇଥିବା ଜାଗାକୁ ଚାଲି ଯାଇଥଏ ସନ୍ଧ୍ୟା ର ନିଦ ବି ଭାଙ୍ଗି ଯାଇଥଏ ।
ସନ୍ଧ୍ୟା:- ଆରେ ତମେ ଏଠି କଣ କରୁଛ ??ସମସ୍ତେ କୁଆଡେ ଗଲେ ।
ମୋ ସହ କିଛି କରିନ ତ ।।
କୁମାର:- କିଛି ନ କରିକି ତ ସବୁକିଛି କହିସାରିଲାଣି ।
ମୁଁ ତମକୁ ରାତିସାରା ସୁଆଇଦଉନ ବହୁତ ଗେଲ କରୁଛି, ତମେ ଏତେ କାଇଁ ସ୍ୱପ୍ନ ଦେଖୁଛ ।
ସ୍ୱପ୍ନ ତ ଦେଖୁଛ ତାକୁ ବାଉଳା ହେଇକି କହୁଛ, ଏଠି ଯଦି ମୁଁ ନରହି ଆଉ କିଏ ରହିଥାନ୍ତା କଣ ହୋଇଥାନ୍ତା କହିଲ ।
ସନ୍ଧ୍ୟା :- ହଉ ଯାହା ହେଲା ତାକୁ ଛାଡ଼ ତମେ ଏଠୁ ଯାଅ ।
କୁମାର:- ଚାଲିଯିବି !! ସେମିତି କେମିତି ଚାଲିଯିବି ତମକୁ ଟିକେ ଗେଲ କରିକି ଯିବି ନା ।
ସନ୍ଧ୍ୟାକୁ ଟାଣି ନେଇଯାଇଥାଏ ପାଖକୁ ।
ସନ୍ଧ୍ୟା:- ଇଏ କଣ ଛାଡ଼ ଏଇଟା ଆମ ଘର ନୁହଁ ଯଦି କିଏ ଦେଖିନବ କଣ ହବ କହିଲ । ମୋ ଧନ ଟା ପରା ଛାଡ଼ ମୋତେ ।
Thanks….
Smruti_tume_sradhanjali_in_odia_by_kumars_diary_part_124Smruti+tume+sradhanjali+in+odia+by+kumars+diary+part+124
Facebook Comments